ପୃଷ୍ଠା:Matir chasi jatir padmashri.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
(୨୦)

ଘରେ ଚଳନ୍ତେ କିପରି ? ଏପରି କେତେ କଥା ଆପଣଙ୍କ ମନରେ ଖେଳି ଯିବ | ତେଣୁ ତାଙ୍କର ପରିଚୟଟା ଆପଣଙ୍କୁ ଦେବା ନିତାନ୍ତ ଦରକାର | ଆପଣ ସତେ ତାଙ୍କ ବିଷୟରେ କେତେ ଭୁଲ ଧାରଣା କରି ଦେଉଛନ୍ତି |