ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଆମ ବେଳେ ବର୍ଷକୁ ୨/୪ ଥର ବାବୁ ଆସୁଥିଲେ ପ୍ରଶଂସାମୂଳକ ମନ୍ତବ୍ଯ ଦେଉଥିବାର ସାର୍ ଙ୍କଠାରୁ ଶୁଣିବାକୁ ପାଉଥିଲୁ । ଚିତ୍ରାଙ୍କନ, ଅକ୍ଷରଲିଖନ ଓ ପାଠଦାନରେ କୃଷ୍ଣ ସାର୍ ଙ୍କ ଅସାମାନ୍ଯ ଦକ୍ଷତା ଜାତୀୟ ସ୍ତରରେ ସୀକୃତି ଲାଭ କରିବା ମୁଁ ସବୁମନ୍ତେ ଆଶା କାରୁଥିଲି । ଆମ ବେଲେ ସେ ଥିଲେ ଅଣତାଲିମ ପ୍ରାସ୍ତ ଶିକ୍ଷକ । ପରେ ଇ ଟି ପାସ୍ କଲାବେଳକୁ ସେ ତାଙ୍କୁ ଘରପାଖ ସ୍କୁଲକୁ ବଦଳି ହୋଇଗଲେ ସେ ଆମ ସ୍କୁଲଟି ଛାଡିଯିବା ପରେ ଧୀରେ ଧୀରେ ସନୁ କଳାକୃତି ତାଙ୍କର ନଷ୍ଟ ହୋଇଗଲା । ଏବେ ସେଠି ଭଟାଘର ତୋଳାଯାଇ ଅପ୍ ଭ୍ରେଡେନ୍ ଉଚ୍ଚପ୍ରାଥମିକ ସ୍କୁଲ ଚଳୁଛି ।ସେ ହତା ନାହିଁ , ଉଦ୍ଯାନ ନାହିଁ କି ସେ ଉଦ୍ଯମ ନାହଁ। କୃଷ୍ଣ ଶଆଋଜ୍ଞ ଆନ୍ଯୂନ ଚାଳିଶ ବର୍ଷ ଧରି ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକତା କରି ଆସିଥିଲେ । ଛାତ୍ରମାନଙ୍କର ସେ ଯହିଲେ 'ଟିଭାପ ହାରକ 'ପାଠଦାନ ମୈଳିକ ତତୂ ସେ ଉତ୍ତମ ଭାବେ ଆୟତ କରିଥିଲେ ଓ ସେସବୁ ର ପ୍ରୟୋଗରେ ଧୁରୀଣ୍ୟିଲେ ।ଜ୍ଞାନ ଆହାରଣ ଭାଗି ତାଙ୍କର ଅନୁ ସଦ୍ଧିଚ୍ଚା ତାଙ୍କୁ ସମଧର୍ମିମାନଙ୍କଠାରୁ ସତନ୍ର କରି ଚିହ୍ନାଇ ଦେଇଥିଲା।ତାଙ୍କର ତିନି ଜଣ ଯାକ ପୁତ୍ର ଉତ୍ତମ ଛାତ୍ର କେବଳ ନଥିଲେ, ସୁବିଦ୍ଯ ଯହିଲେ । କେତେକ ଶୋକାବହ ପାରିବାରିକ ଦୁର୍ଘଟଣା ତାଙ୍କୁ ବ୍ଯଥିତ କରିଥିଲେ ହେଁ ବିଚନିତ କରିନଥିବା ନିଜେ ପ୍ରତ୍ଯକ୍ଷ କରି ମୁଁ ଧେର୍ଯ୍ଯ ଓ ଈଶୱରବିଶାସ ନିକଟରେ ନତଶିର ହୋଇଯାଇଥିଲେ । ସେ ତାଙ୍କର ଦକ୍ଷତା ଅନୁରୂପ କଔନସୀ ବିଶେଷ ସମ୍ମାନିତ ହୋଇନଥିଲେ ବି ତାଙ୍କର ସେଦିନର ଛାତ୍ରମାନଙ୍କର ସ୍ମୁତି ରେ ପ୍ରାଥମିକ ଶିକ୍ଷାଦାତାର ଅ ମଳାନ ଜ୍ଯେତିରେ ଯେ ଦୀପ୍ଯମାନ ରହିଛନ୍ତି ଓ ରହିଥିବେ , ଏହା ନିଃ ସନ୍ଦେହ । ସମୁସାହୀ ଶିକ୍ଷାବ୍ରତୀ କୃଷ୍ଣନନ୍ଦ ତ୍ରିପାଠୀ ଯେଉଁ ମୂଲ୍ଯବୋଧକୁ ଶ୍ରେୟ ଜ୍ଞାନ କରି ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷାୟତନର ଶ୍ରୀ ସାଧନରେ ଆଜୀବନ ରତ ଥିଲେ,ଆଜି ଅହାର ବିରଳତା ଦେଖୀ ହୃଦୟ ପଡୀତ ହେଉଥିବା ବେଳେ ସେ ଖୁବ୍ ବଡ ଦିଶନ୍ତି ।