ଲେଖକ:ଫକୀର ମୋହନ ସେନାପତି

ଉଇକିପାଠାଗାର‌ରୁ
୧୩:୩୯, ୩୧ ମାର୍ଚ୍ଚ ୨୦୧୭ ବେଳେ Prateek Pattanaik (ଆଲୋଚନା | ଅବଦାନ) ଙ୍କ ଦେଇ ହୋଇଥିବା ସଂସ୍କରଣ
ଫକୀର ମୋହନ ସେନାପତି
(୧୮୪୩–୧୯୧୮)
ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟର ଜନକ । ଅନେକ ପ୍ରସିଦ୍ଧ ଉପନ୍ୟାସ ଲେଖିଥିଲେ । ତୀକ୍ଷ୍ଣ ହାସ୍ୟରସପୂର୍ଣ୍ଣ କଟାକ୍ଷ ଓ ସାମାଜିକ ଦୃଶ୍ୟ ପାଇଁ ପ୍ରସିଦ୍ଧ । ଏହାଙ୍କ ସର୍ବପ୍ରସିଦ୍ଧ ରଚନା ଛମାଣ ଆଠଗୁଣ୍ଠ ନାମକ ଉପନ୍ୟାସ । ଏହା ଛଡ଼ା କେତେକ କବିତା, ଶିଶୁଗୀତିକା ଲେଖିବା ସଙ୍ଗେ ସଙ୍ଗେ ରାମାୟଣ ଓ ମହାଭାରତକୁ ଓଡ଼ିଆରେ ସରଳ ଗଦ୍ୟାନୁବାଦ କରି ବ୍ୟାସକବି ଉପାଧି ପାଇଥିଲେ ।
ଫକୀର ମୋହନ ସେନାପତି

ରଚନାବଳୀ

(ପ୍ରମୁଖ ରଚନାଗୁଡ଼ିକ ମୋଟା ଅକ୍ଷରରେ ଲେଖାଯାଇଛି)

ଉପନ୍ୟାସ

ଗଳ୍ପ

  • ଗଳ୍ପସ୍ୱଳ୍ପ (ସଂକଳନ)

କବିତା

  • ଉତ୍କଳଭ୍ରମଣଂ

ଆତ୍ମଜୀବନୀ

  • ଆତ୍ମ ଜୀବନ ଚରିତ