Jump to content

ଉଇକିପାଠାଗାର:ଶାସ୍ତ୍ରୀୟ ଓଡ଼ିଆ ଭାଷା ସପ୍ତାହ ୨୦୨୫

ଉଇକିପାଠାଗାର‌ରୁ
ଶାସ୍ତ୍ରୀୟ ଓଡ଼ିଆ ଭାଷା ସପ୍ତାହ ୨୦୨୫

ଶାସ୍ତ୍ରୀୟ ଓଡ଼ିଆ ଭାଷା ସପ୍ତାହ ୨୦୨୫ ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯାହାକି ୨୦୨୫ରୁ ଆରମ୍ଭ ହୋଇଛି । ଏହି ୮ ଦିନ ମଧ୍ୟରେ ମୁକ୍ତ ଭାବରେ ଉପଲବ୍ଧ ଥିବା କିଛି ପୁସ୍ତକ ଅପଲୋଡ଼ କରାଯାଇ ଓସିଆର୍ ପରେ ସଂଶୋଧନ ଓ ବୈଧ କରାଯିବ ଏବଂ ପରିଶେଷରେ ଟ୍ରାନ୍ସକୁଜ୍ କରାଯିବ ।

ସମୟସୀମା

ସମୟସୀମା: ୯ ମାର୍ଚ୍ଚ ୨୦୨୫ ରୁ ୧୬ ମାର୍ଚ୍ଚ ୨୦୨୫

ନିୟମ

  1. ତାଲିକାଭୁକ୍ତ ବହିଗୁଡ଼ିକ ଓସିଆର୍ କରାଯିବ ।
  2. ଏହାପରେ ସଂଶୋଧନ କରାଯିବ । ଯିଏ ସଂଶୋଧନ କରିବେ, ସେ ବୈଧ କରିପାରିବେ ନାହିଁ ।
  3. ବୈଧ ହୋଇସାରିବା ପରେ, ଟ୍ରାନ୍ସକୁଜ୍ କରାଯିବ ।

ଆୟୋଜକ

ଅଶଂଗ୍ରହଣ କରିଥିବା ଉଇକିଆଳି

ବହି ତାଲିକା

  1. କବିତା ଫୁଗଣ
  2. ଶଙ୍ଖନାଦ
  3. ବିଶ୍ୱାସ

ଫଳାଫଳ

ଗଣ-ସମ୍ପାଦନା ଶେଷରେ ଫଳାଫଳ ଯୋଡ଼ାଯିବ ।