ଉଇକିପାଠାଗାର ଆଲୋଚନା:ସଂଘ ସୂଚନା ଫଳକ
ନୂଆ ଯୋଡ଼ନ୍ତୁଦେଖଣା
କିଶୋର ଚନ୍ଦ୍ରାନନ ଚମ୍ପୂ
[ସମ୍ପାଦନା]କିଶୋର ଚନ୍ଦ୍ରାନନ ଚମ୍ପୂ କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ଏକ ମହାନ କାବ୍ୟ ଓ ଓଡ଼ିଆ ସାହିତ୍ୟର ନିଆରା ରଚନାବଦଳୀ । ଏହାର ସ୍କାନ ହୋଇଥିବା ସଂସ୍କରଣଟିଏ ମିଳିଛି । ତେବେ ପୁରୁଣା ବହିଟି ସ୍କାନ ହୋଇଥିବାରୁ ସମସ୍ତ ଲେଖା ପଠନ ଉପଯୋଗୀ ନୁହେଁ । ଆମେ ଏହାକୁ ଆଉଥର ଟାଇପ କରିବା ପାଇଁ ଯୋଜନା କରୁଛୁ । କେହି ଏହାକୁ ଟାଇପ କରିବାକୁ ଆଗ୍ରହୀ କି? ଇଚ୍ଛୁକ ଥିଲେ କରି ତଳେ ନିଜ ନାମ ଲେଖାନ୍ତୁ। ତେବେ ନାମ ଲେଖାଇବା ଆଗରୁ " ନୁଆ ଖାତାଟିଏ ଖୋଲନ୍ତୁ" କିମ୍ବା ଆଗରୁ ଉଇକିପାଠାଗାର/ଉଇକିପିଡ଼ିଆରେ ଖାତା (ଆକାଉଣ୍ଟ) ଥିଲେ ଏକା ନାମରେ ଲଗ ଇନ କରନ୍ତୁ ।