ଗୋପୀଭାଷା

ଉଇକିପାଠାଗାର‌ରୁ
୨୩:୪୫, ୨ ଅପ୍ରେଲ ୨୦୧୭ ବେଳେ Prateek Pattanaik (ଆଲୋଚନା | ଅବଦାନ) (କାବ୍ୟ ଛାଞ୍ଚ ପକେଇଲି) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ (ଅଦଳ ବଦଳ)
ଗୋପୀଭାଷା
ଲେଖକ/କବି: ଦନାଇ ଦାସ
କୃଷ୍ଣ ଓ ଗୋପୀମାନଙ୍କ ଉପରେ ଆଧାରିତ କାବ୍ୟ । ଏହା ସମ୍ପୂର୍ଣ୍ଣ ଚକ୍ରକେଳି ବୃତ୍ତରେ ଲିଖିତ । ଏହାର କେତେକ ପଦ ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ ଏବଂ ପୂର୍ବରୁ ଚାଟଶାଳୀରେ ଦନାଇ ଦାସଙ୍କ ଗୋପୀଭାଷା ପଢ଼ାହେବା ପ୍ରଚଳନ ଥିଲା ।