ସ୍ୱାମୀକଙ୍କର ବାର୍ଣ ଓ ରଚନା ଆମେମାନେ ୟେ ଭାଭର ଉପନିଷଦ ରେ ପାଠ କହୁଁ – ମାୟାନ୍ତ ପ୍ରକୃତଂ ବନ୍ଦୋନ୍ନାପ୍ତି ନନ୍ତ ମହେଶ୍ୱରମ୍ ।” —ମାୟାକୁ ଉଁ ପ୍ରକୃତ ବୋଲି ଜାଣିବ ଏ ମାୟୀଙ୍କୁ ମହେଶ୍ବର ବୋଲି । ଜାଣିବ । ମହାତ୍ମା ଶଙ୍କରସ୍ତଙ୍କ ହୃଝବଦ୍ଧ ଦାର୍ଶନକ ପଣ୍ଡି ଭଗଣ ଏ ‘ମା’ ଶବ୍ଦକୁ ବଭିନ୍ନ ଅର୍ଥରେ ବ୍ୟବହାର କରିଛନ୍ତି । ବୋଧହୁଏ,‘ମା’ଶବ୍ଦ ବା ମାୟାବାତ୍ ବୌଦ୍ଧମାନଙ୍କର ମଧ କଥଞ୍ଚତ୍ ରଞ୍ଜିତ ହୋଇଛି । କିନ୍ତୁ ବୌଦ୍ଧମାନଙ୍କ ହସ୍ତରେ ଏହା ଅନେକାଂଶରେ ବଜ୍ଞାନବାଦରେ (idealism)* ପରିଣତ ହୋଇଥିଲା ଏବଂ ମା କଥାଟି ଏହି ପ୍ରକାର ଅର୍ଥରେ ହଁ ବର୍ଭମାନ ସାଧାରଣତଃ ବ୍ୟବହୃତ ହେଉଛି । ହନ୍ତୁ ଯେତେବେଲେ ‘ଜଗତ୍ ମାୟାମୟ' ବୋଲି କହେ, ସାଧାରଣ ମାନବ ମନରେ ଏହି ଘୂବ ଉଭ ହୁଏ ଯେ, “ଜଗର୍ କଳ୍ପନା ମାନ’ । ବୌଦ୍ଧଦାର୍ଶକମାନଙ୍କର ଈଦୃଶ ବ୍ୟାଖ୍ୟାର କନ୍ଦ୍ର ଭଉଁ ଅଛୁ: କାରଣ ଏକ ଶ୍ରେଣୀର ଦାର୍ଶନିକମାନେ ବାହ୍ୟ ଜଗର ଅସ୍ତିତ୍ତ୍ୱରେ ଆଦୌ ବିଶ୍ୱାସ କରୁ ନ ଥିଲେ । କନ୍ତ ବେଦାନ୍ତାକ୍ତ ମାୟାର ଶେଷ ପରିପୁଷ୍ଟାକୃତି--ବିଜ୍ଞାନବାଦ, ବାସ୍ତବବାଦ (realism)** ଦ୍ବା କୌଣସି ପ୍ରକାର ମତଦାତ୍ ନୁହେଁ । ଆମେମାନେ କଅଣ ଏବଂ ସ ନ କଅଣ ପ୍ରତ୍ୟକ୍ଷ କରୁଛୁ, ଏ ସମ୍ବନ୍ଧରେ ପ୍ରକୃତ ଘଟଣାର ଏହା ସହଜ ବର୍ଧନା ମାସ । ମୁଁ ଆପଣମାନଙ୍କୁ ପୁଟେ କହୁଁଅଛି, ବେଦ ଯେଉଁମାନଙ୍କର ଅନ୍ତରନ୍ୟସ୍ତ, ସେମାନଙ୍କର ଚିନ୍ତାଶକ୍ତ ମୂଳତତ୍ତ୍ବ ଅନୁଧାବନରେ ଓ ଆଶ୍ଚରଣରେ ହଁ ଅଭିନବସ୍ତୁ ଥିଲ । ସେମାନେ ଯେପରି କି ଏ ସକଲ ଜର ବସ୍ତାର ଅନୁଶାଇନ କରିବାକୁ ଅବସର ପାଇ ନାହାନ୍ତି ଏବଂ ସେଥିପାଇଁ ଅପେକ୍ଷା ମଧ୍ୟ କରି ନାହାନ୍ତୁ । ସେମାନେ ବସ୍ତୁର ଅନ୍ତରଢମ ପ୍ରଦେଶରେ ଉପନୀତ ହେବା ଲଗି ହଁ ବ୍ୟଗ୍ର ଥିଲେ । ଏହ ଜଗତର ଅଡାଭ କଛୁ ଯେପରି ବି ସେମାନଙ୍କୁ ଆକର୍ଷଣ କରୁଥିଲ, ସେମାନେ ସେପର କି ଆଉ ଅପେକ୍ଷା କରିପାରୁ ନ ଥିଲେ । ବସ୍ତୁତଃ ଉପନିଷଦ୍ ମଧ୍ୟରେ ଇଚ୍ଚସ୍ତତୋବକ୍ଷିପ୍ତ ଆଧୁନିକ ବିଜ୍ଞାନର ବୃଷଭୁତ ବିଶେଷ ପ୍ରତିପତ୍ତା ସବୁ ଅନେକ ସମୟରେ ଉମାତ୍ସକ ହେଲେ ମଧ୍ୟ ତାହାର ମୂଲ ଜଗୁଡ଼ିକ ସହଢ଼ ବିଜ୍ଞାନର ମୂଲ ଭର କୌଣସି ପ୍ରଭେଦ ନାହିଁ । ଗୋଟିଏ ଦୃଷ୍ଟାନ୍ତ ଦେଖାଇ ଦିଆଯାଉଛି । ଆଧୁକ ବିଜ୍ଞାନର ଇଥିର (ether) ବା ଅକାଶବିଷୟକ ଅଭିନବ ଢ ଉପନିଷଦ୍ ମଧ୍ୟରେ ରହିଛି । ଏହି ଆକାଶିତ ଆଧୁନିକ ବୈଜ୍ଞାନିକମାନଙ୍କର
- ଆମର ଇନ୍ଦ୍ର ଗ୍ରାହ୍ୟ ସମୁଦାୟ ଜଗତ୍ ଆମ ମନର ଦି ବିଭିନ୍ନ ଅନୁଭୁତ ମାଣ, ସେମାନଙ୍କର ବାସ୍ତବ ସସ୍ ନାହଁ—ଏହ ମ ବନବାଦ ବା idealism କୁହାଯାଏ । ଏହାକୁ କେହି କେହି ଭବବାଦୀ ଦର୍ଶନ ବୋଲି ମଧ୍ୟ କହନ୍ତୁ । ** ଜଗତ୍ କେବଳ ଆମମାନଙ୍କ ମୁନର ଅନୁଭୁତମାନ ନୁହେଁ, ତାହାର ବାସ୍ତବ ସତ୍ସ ଅଛୁଏ ମତକୁ ବାସ୍ତବବାଦ ବା realism କୁହାଯାଏ ।