ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୨.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

 ପ୍ରକାଶକଙ୍କ ନିବେଦନ ଶ୍ରୀଭଗବାନଙ୍କର ଅଶେଷ ଆର୍ଶୀବାଦରୁ ଦଶଖଣ୍ଡରେ ପରିକଳ୍ପିତ ‘ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଓ ରଚନା’ର ଦ୍ବିଗ ଖଣ୍ଡ ସ୍ବାମୀକଙ୍କର ୧ ୨୫ଜମ ଜହ୍ନବର୍ଷରେ ଓଡ଼ିଶାବାସୀଙ୍କ ହସ୍ତରେ ଅର୍ପଣ କରିବା ପାଇଁ ଆମେମାନେ ସମର୍ଥ ହୋଇଛୁ । । ଏହି ଖଣ୍ଡର ବିଷୟ ବସ୍ତୁ ‘ଜ୍ଞାନଯୋଗ’, ଜ୍ଞାନଯୋଗ-ପ୍ରସଙ୍ଗ” ଓ “ହାର୍ଭାର୍ଡ ବିଶ୍ ବଦ୍ୟାଳୟରେ ବେଦାନ୍ତ-ପର ଘନଘଗରେ ବିଭକ୍ତ ହୋଇଥିଲେ ମଧ୍ୟ ଏଥିରେ ପ୍ରଧାନତଃ ଜ୍ଞାନଯୋଗ-ସମ୍ବନ୍ଧୀୟ ବସ୍ତୁ ଭା, ଆଲେଚନା ଓ ଲେଖା ସନ୍ତି ବେଶିତ ହୋଇଛି । ଅଦୌ ଭ-ବେଦାନ୍ତର ଅମ୍ ଭସ୍ ଏଥରେ ସ୍ବାମୀଜୀଙ୍କ ଦ୍ବାସ । ସରଲ ସ୍ପଷ୍ଟ ଓ ବଜ୍ଞାନ-ସମ୍ମୁଭ ଘବରେ ବ୍ୟାଖ୍ୟାଭ ହୋଇଛୁ । ଏଥିରେ ବ୍ରହ୍ମା, ଆତ୍ସା, ଈଶ୍ବର, ମାୟା, ଜଗତ୍, ପ୍ରଭୃତି, ପରିଣାମବାଦ ପ୍ରତି ଉପରେ ସୂମିକା ଅଭିନବ ଆଲୋକପାତ କରିଛନ୍ତୁ । ଦୈନନ୍ଦନ ଜୀବନରେ ବେଦାନ୍ତକୁ କିପର କାର୍ଯ୍ୟକାଶ କରଯାଇପାରିବ ସେ ବିଷୟରେ ‘କର୍ମ-ଜୀବନରେ ବେଦାନ୍ତ’ ନାମକ ସେ ବସ୍ତୁଢାରେ ସ୍ବାମୀଙ୍କ ଦ୍ୱାଦ ଆଲେଚନା କରିଛନ୍ତି । ତଥ୍ୟପଞ୍ଜାରେ ଭରସ୍ତ ଓ ପାଶ୍ଚାତ୍ୟ ଦର୍ଶନ ଏବଂ ଦାର୍ଶନକମାନଙ୍କ ସମ୍ବନ୍ଧରେ ବିଶେଷ ଭଦ୍ରରେ ଓ ଅନ୍ୟାନ୍ୟ ପ୍ରୟୋଜମୟ କା ସଂକ୍ଷିପ୍ତ ପ୍ରବରେ ଦିଆଯାଇଛୁ । ପ୍ରଥମ ଖଣ୍ଡ ଭଲ ଏଥିରେ ମଧ୍ୟ ନିର୍ଦ୍ଦେଶିକା ସଂଯୋଜନ କରଯାଇଛି । ଏହି ଖଣ୍ଡର ପାଣ୍ଡ,ଲିପି ସଂଶୋଧନ ଓ ସଂପାଦନାରେ ଶ୍ରୀ ଅଜଡ୍ କୁମାର ମହାଣ୍ଡ, ଶ୍ରୀ କଶୋର ମୋହନ ପନାୟକ, ଡର ଶ୍ରୀନବାସ ସାହ୍ନ, ଶ୍ରୀ ନିହାର-- ରଞ୍ଜନ ପାଣିଗ୍ରାସ୍ ଓ ଶ୍ରୀ ଉମେଣଚନ୍ଦ୍ର ଦାଶଙ୍କର ବିଶେଷ ଅବଦାନ ଉଲ୍ଲେଖ ଯୋଗ୍ୟ । ଅଧାପକ ଶ୍ରୀ ଭସ୍ମକହର ମିଶ୍ର ପ୍ରଥମ ଖଣ୍ଡ ଭଲ ଏହାର ସମ୍ପାଦନାରେ ଅଂଶ ଗ୍ରହଣ କରିବା ସଙ୍ଗେ ସଙ୍ଗେ ମୁଦ୍ରଣର ସମସ୍ତ ଦାୟିତ୍ନ ନିଃସ୍ୱାର୍ଥପର ଭବରେ ଭୁଲଇଛନ୍ତ । ଏମାନଙ୍କୁ ଆମେ ଆମର ଆନ୍ତରିକ କୃତଜ୍ଞ ଭା ଜ୍ଞାପନ କରୁଛୁ । ଏହାର ପ୍ରକାଶନରେ ସ୍ନା ମା ବୈଗ୍ୟାନନ୍ଦଙ୍କର ଅପରିହାର୍ଯ୍ୟ ଭୁମିକା ଉଲ୍ଲେଖ ଯୋଗ୍ୟ ।