ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୨.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏହି ରଚନାବଳୀର ସଫଳ ରୂପାୟନ ନିମନ୍ତେ ଲେକସେବକମଣ୍ଡଳର ଅଧକ୍ଷ ଡକ୍ଟର ସ୍ୱାଧାନାଥ ରଥ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପନାୟକ, ବାଚସ୍ପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାଶ, ଜେ. କେ. ପେପର ସୃଢ଼ାକାର ଶ୍ରୀଯୁକ୍ତ ହରିଶଙ୍କର ସିଂହାଣିଆ ଓ ଗୃଜ୍ୟସଭ ସଦସ୍ୟ ତଥା ମହିଳା କଂଗ୍ରେସର ସଭିନନୀ ଶ୍ରୀମତୀ ଜୟନ୍ତୀ ପନାୟକଙ୍କର ସାହାଯ୍ୟ ସହଯୋଗ ଓ ପ୍ରେରଣା ଆମମାନଙ୍କୁ ବି ପରିମାଣରେ ଉତ୍ସାହିତ କରିଛୁ । ସେଥିପାଇଁ ସେମାନଙ୍କୁ ଆମେ ଅଜସ୍ର ଧନ୍ୟବାଦ ଅର୍ପଣ କରୁଛୁ । ସ୍ୱାମୀ ଗୁମକୃଷ୍ଣାନନ୍ଦଙ୍କର ଆବର୍ଭାବ ରଥ, (° ଅଗଷ୍ଟ ୧୯୮୮ ସ୍ବାମୀ ସ୍ତୁତାନନ୍ଦ ଅଧିକ୍ଷ, ଗମକୃଷ୍ଣ ମଠ, ର୍ଭୁବନେଶ୍ୱର