ପୃଷ୍ଠା:Aama Madhusudan.pdf/୪୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷୋଡ଼ଶ ଅଧିବେଶନ ଚକ୍ରଧରପୁର ୧୯୨୦ ଜଗବନ୍ଧୁ ସିଂହ
ସପ୍ତଦଶ ଅଧିବେଶନ ବ୍ରହ୍ମପୁର ୧୯୨୩ କଳ୍ପତରୁ ଦାସ
ଅଷ୍ଟାଦଶ ଅଧିବେଶନ ବ୍ରହ୍ମପୁର ୧୯୨୪ ଚନ୍ଦ୍ରଶେଖର ବେହେରା
ଊନବିଂଶ ଅଧିବେଶନ କଟକ ୧୯୨୫ ଭୁବନାନନ୍ଦ ଦାସ
ବିଂଶ ଅଧିବେଶନ ବ୍ରହ୍ମପୁର ୧୯୨୯ ଲକ୍ଷ୍ମୀଧର ମହାନ୍ତି
ଏକବିଂଶ ଅଧିବେଶନ ବ୍ରହ୍ମପୁର ୧୯୩୦ ଲୋକନାଥ ମିଶ୍ର
ଦ୍ୱାବିଂଶ ଅଧିବେଶନ ଜଳନ୍ତର ୧୯୩୧ ଦାମୋଦର ସାହୁ
ସ୍ୱତନ୍ତ୍ର ଅଧିବେଶନ ବ୍ରହ୍ମପୁର ୧୯୩୨ ଲକ୍ଷ୍ମୀଧର ମହାନ୍ତି
ତ୍ରୟୋବିଂଶ ଅଧିବେଶନ ବ୍ରହ୍ମପୁର ୧୯୩୩ କୃଷ୍ଣଚନ୍ଦ୍ରଗଜପତିନାରାୟଣଦେବ
ଚତୁର୍ବିଂଶତି ଅଧିବେଶନ ବ୍ରହ୍ମପୁର ୧୯୩୪ ମଧୁସୂଦନ ପାଣିଗ୍ରାହୀ
ପଞ୍ଚବିଂଶ ଅଧିବେଶନ ମଞ୍ଜୁଷା ୧୯୩୮ ପଣ୍ଡିତକୃଷ୍ଣଚନ୍ଦ୍ରଆଚାର୍ଯ୍ୟ
ଷଡ଼ବିଂଶ ଅଧିବେଶନ ପୁୂରୀ ୧୯୪୦ ପଣ୍ଡିତ ନୀଳକଣ୍ଠ ଦାସ
ସପ୍ତବିଂଶ ଅଧିବେଶନ ବ୍ରହ୍ମପୁର ୧୯୪୪ ଭାଗବତ ଚନ୍ଦ୍ର ଦାସ
ଅଷ୍ଟବିଂଶ ଅଧିବେଶନ ବ୍ରହ୍ମପୁର ୧୯୪୪ ଲକ୍ଷ୍ମୀ ନାରାୟଣ ସାହୁ
ଊନତ୍ରିଂଶ ଅଧିବେଶନ ବ୍ରହ୍ମପୁର ୧୯୪୫ ହରିହର ମିଶ୍ର
ତ୍ରିଂଶ ଅଧିବେଶନ ପୁରୀ ୧୯୪୬ ଜଗନ୍ନାଥ ରାଜମଣି ରାଜଦେଓ
ଏକତ୍ରିଂଶ ଅଧିବେଶନ ଜୟପୁର ୧୯୪୬ ରାଧାନାଥ ରଥ
ଦ୍ୱାତି୍ରଂଶ ଅଧିବେଶନ ବ୍ରହ୍ମପୁର ୧୯୪୭ ବିଶ୍ୱନାଥ ଦାସ
ତ୍ରୟତ୍ରିଂଶ ଅଧିବେଶନ ମହେନ୍ଦ୍ରଗିରି ୧୯୪୭ ରଘୁନାଥ ରାୟ
ଚତୁଃତ୍ରିଂଶ ଅଧିବେଶନ ମଞ୍ଜୁଷା ୧୯୫୩ ରାଜେନ୍ଦ୍ର ନାରାୟଣ ସିଂହଦେଓ
ପଞ୍ଚତ୍ରିଂଶ ଅଧିବେଶନ ବ୍ରହ୍ମପୁର ୧୯୫୫ ଗୋଦାବରୀଶ ମିଶ୍ର
ଷଷ୍ଠତ୍ରିଂଶ ଅଧିବେଶନ ବ୍ରହ୍ମପୁର ୧୯୫୯ ପ୍ରାଣକୃଷ୍ଣ ପରିଜା


[[ଫାଇଲ:|387px|page=407]]

୪୦୮ ଆମ ମଧୁସୂଦନ