ପୃଷ୍ଠା:Aama Odia Byakarana.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ଖ) ଆଉ ଲୋକମାନେ ସେଠାକୁ ଯାଉନାହାନ୍ତି ।
(ଗ) ବର୍ଷାଦିନେ କଦମ୍ବଫୁଲ ଫୁଟେ ।
(ଘ) ହଠାତ୍‍ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଲା ।
(ଙ) ଯବାନମାନେ ଶତ୍ରୁସୈନ୍ୟଙ୍କୁ ହଟାଇଦେଲେ ।
ନିମଲିଖିତ ବାକ୍ୟମାନଙ୍କରେ ଶୂନ୍ୟସ୍ଥାନରେ ଉପଯୁକ୍ତ କର୍ତ୍ତାକାରକ ଦିଅ
(କ) ....ଚଉଦ ବର୍ଷ ପାଇଁ ବନକୁ ଯାଇଥିଲେ ।
(ଖ) ଆକାଶରେ ...... ଘୋଟି ଆସିଲା ।
(ଗ) ଛୁଟି ହେଲେ ...... ସ୍କୁଲ୍‍ରୁ ଫେରନ୍ତି ।
(ଘ) ଆମ ଗାଁ ପାଖରେ ...... ବହୁଅଛି ।
(ଙ) ...... ଡାଳକୁ ଡାଳ ଡେଉଁଛନ୍ତି ।

[[ଫାଇଲ:|432px|page=29]]

ଆମ ଓଡ଼ିଆ ବ୍ୟାକରଣ ■ ୩୧