ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତୁମେ ନିମ୍ନଲିଖିତ ମୂଳ ଶବ୍ଦକୁ ଓ ସେଥିରୁ ହୋଇଥିବା ତଦ୍ଧିତ ଶବ୍ଦକୁ ଲଗାଇ ଅଲଗା ଅଲଗା ବାକ୍ୟ ଗଠନ କର ।
| ମୂଳ ଶବ୍ଦ | ତଦ୍ଧିତ ଶବ୍ଦ | |
|---|---|---|
| ଜଳ | ଜଳୀୟ | |
| ବର୍ଷ | ବାର୍ଷିକ | |
| ପଙ୍କ | ପଙ୍କୁଆ | |
| ବିଜ୍ଞାନ | ବୈଜ୍ଞାନିକ | |
| ବୀର | ବୀରତ୍ୱ |
କାଚରା ବୁଲି ବିକଇ କାଚ
ପାନରା ବିକେ ପାନ
ଢୋଲିଆ ନାଚି ଢୋଲ ବଜାଏ
ଚାଷୀ ଫଳାଏ ଧାନ ।
୬୨ ■ ଆମ ଓଡ଼ିଆ ବ୍ୟାକରଣ