ପୃଷ୍ଠା:Aama Parala Gajapati.pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶାସନ କାଳ
ଖେମଣ୍ତି ରାଜାଙ୍କ କ୍ରମ ରାଜାଙ୍କ ନାମ ମିଃ ସିୱେଲ୍ ବି।ଶେଷାଗିରି ରାଓ ସୀମାଦ୍ରି ପରିଚ୍ଛା
ରାଜଧାନୀ-ଗୁଡ଼ାରିକଟକ
୧. ନରସିଂହଦେବ ଓରଫ କଳାହମ୍ବିର ୧୨୪୫-୧୨୬୫ ୧୨୪୫-୧୨୮୫ ୧୨୪୫-୧୨୬୧
୨. ମଦନଦେବ ୧୨୬୫-୧୨୯୦ ୧୨୮୫-୧୩୨୦ ୧୨୬୧-୧୨୮୧
୩. ନାରାୟଣଦେବ ୧୨୯୦-୧୩୦୯ ୧୩୨୦-୧୩୫୫ ୧୨୮୧-୧୨୯୬
୪. ଆନନ୍ଦ‌ଦେବ ୧୩୦୯-୧୩୧୭ ୧୩୫୫-୧୩୮୬ ୧୨୯୬-୧୨୯୭
୫. ଅନନ୍ତରୁଦ୍ରଦେବ ୧୩୧୭-୧୩୨୫ ୧୩୫୫-୧୩୮୬ ୧୨୯୭-୧୩୧୧
୬. ଜୟରୁଦ୍ରଦେବ ୧୩୨୫-୧୩୬୭ ୧୩୮୬-୧୪୩୧ ୧୩୧୧-୧୩୪୪
୭. ଲକ୍ଷ୍ମୀ ନରସିଂହ ଭାନୁଦେବ ୧୩୬୭-୧୩୯୨ ୧୪୩୧-୧୪୫୬ ୧୩୪୪-୧୩୬୪
୮. ମଧୁକର୍ଣ୍ଣଦେବ/ମଧୁକର୍ଣ୍ଣଭାନୁ ୧୩୯୨-୧୪୨୩ ୧୪୫୬-୧୪୮୮ ୧୩୬୪-୧୩୮୮
ରାଜଧାନୀ-ନ‌ଗରୀ କଟକ/କଳିଙ୍ଗ ନ‌ଗର
୯. ମୃତ୍ୟୁଞ୍ଜୟ ଭାନୁଦେବ ୧୪୨୩-୧୪୫୭ ୧୪୮୮-୧୫୨୨ ୧୩୮୮-୧୪୧୫
୧୦. ହମିର ମାଧବ ମଦନସୁନ୍ଦର ଭାନୁଦେବ ୧୪୫୭-୧୪୯୪ ୧୫୨୨-୧୫୯୯ ୧୪୧୫-୧୪୪୪
୧୧. ଚନ୍ଦ୍ରବେତାଳ ଭାନୁଦେବ/ଚନ୍ଦ୍ରମୌଳି ଗଜପତି ୧୪୯୪-୧୫୨୭ ୧୫୯୯-୧୬୦୩ ୧୪୪୪-୧୪୭୦
୧୨. ସୁବର୍ଣ୍ଣଲିଙ୍ଗ ଭାନୁଦେବ/ସ୍ୱର୍ଣ୍ଣଲିଙ୍ଗଭାନୁ ୧୫୨୭-୧୫୬୬ ୧୬୦୩-୧୬୪୨ ୧୪୭୦-୧୫୦୧
୧୩. ଶିବଲିଙ୍ଗଭାନୁ/ଶୁଭଲିଙ୍ଗଭାନୁ/ଶିବଲିଙ୍ଗ ନାରାୟଣଦେବ ୧୫୬୬-୧୫୯୦ ୧୬୪୨-୧୬୭୦ ୧୫୦୧-୧୫୨୦
୧୪. ସୁବର୍ଣ୍ଣକେଶରୀ ଗୋବିନ୍ଦ‌ଦେବ/ଗଜପତି ନାରାୟଣଦେବ ୧୫୯୦-୧୬୩୦ ୧୬୭୦-୧୭୧୦ ୧୫୨୦-୧୫୫୨
୧୫. ମୁକୁନ୍ଦରୁଦ୍ର ଗଜପତି ନାରାୟଣଦେବ ୧୬୩୦-୧୬୫୬ ୧୭୧୦-୧୭୩୬ ୧୫୫୨-୧୫୭୩