ଏହି ପୃଷ୍ଠାଟି ବୈଧ ହୋଇସାରିଛି
| ଶାସନ କାଳ | ||||
|---|---|---|---|---|
| ଖେମୁଣ୍ତି ରାଜାଙ୍କ କ୍ରମ | ରାଜାଙ୍କ ନାମ | ମିଃ ସିଓ୍ୱେଲ୍ | ବି.ଶେଷାଗିରି ରାଓ | ସୀମାଦ୍ରି ପରିଚ୍ଚାହ |
| ୧ | ୨ | ୩ | ୪ | ୫ |
| ରାଜଧାନୀ-ପୁରୁଣାପାଟଣା | ||||
| ୧୬. ମୁକୁନ୍ଦଦେବ/ମୁକୁନ୍ଦ ଗଜପତି | ୧୬୫୬-୧୬୭୪ | ୧୭୩୬-୧୭୫୪ | ୧୫୭୩-୧୫୯୧ | |
| ୧୭. ଅନନ୍ତ ପଦ୍ମନାଭ/ଗଜପତି ନାରାୟଣଦେବ | ୧୬୭୪-୧୬୮୬ | ୧୭୫୪-୧୭୬୭ | ୧୫୯୧-୧୬୦୩ | |
| ୧୮.ସର୍ବଜ୍ଞ ଜଗନ୍ନାଥ ନାରାୟଣଦେବ | ୧୬୮୬-୧୭୦୨ | ୧୭୬୭-୧୭୮୪ | ୧୬୦୩-୧୬୧୯ | |
| ୧୯.ନରସିଂହଦେବ/ନରହରିଦେବ | ୧୭୦୨-୧୭୨୯ | ୧୭୮୪-୧୮୧୧ | ୧୬୨୯-୧୬୪୬ | |
| ୨୦.ବୀର ପଦ୍ମନାଭ ନାରାୟଣଦେବ | ୧୭୨୯-୧୭୪୮ | ୧୮୧୧-୧୮୨୪ | ୧୬୪୬-୧୬୬୨ | |
| ୨୧. ବୀରପ୍ରତାପରୁଦ୍ର/ଗଜପତି ନାରାୟଣଦେବ | ୧୭୪୮-୧୭୬୬ | ୧୮୨୪-୧୮୪୨ | ୧୬୬୨-୧୬୯୩ |
ଗଙ୍ଗବଂଶର ଇତିହାସ (ଇଂରାଜୀ, ୨ୟ ଭାଗ)- ଡ଼କ୍ଟର ସତ୍ୟନାରାୟଣ ରାଜଗୁରୁ ପୃ: ୮୦-୮୧ |(ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପ୍ରକାଶନ-୧୯୭୨)