Jump to content

ପୃଷ୍ଠା:Adbhut Parinam (M Rath, 1915).pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଭି ର ପରିଣାମ । କରୁଛନ୍ତି । ବାଟରେ ସ୍ଫୁଲଗଲେ ମଧ୍ୟ ତାଙ୍କର ଏହା କାମ— ଗଭରେ ମାଛକୁ ବାହାଈଲେ ବ ୟାଙ୍କର ସାଗରର ଶୋଇବାକୁ ଆଶା ନାହଁ, କ ଗାଁର ବରଷାକୁ ପଢୁଆ ନାହି କି, ଜନ୍ତୁଳ ଭୁଜ ସେଭଙ୍କୁ ଡ଼ର ନାହିଁ । ଏଣେ ପୁଣି ଗୂଢ ପହଁରେ ଧାଉଁ ଦେହେପ୍ପଣୀ ରେବାଳ ହୋଇ ଚୂଡ଼ା ଯାହାର ପକାଏ । ୟାଙ୍କ ଦହିକୁ କଏ ଅଳସ ଭୂଇଁ ନାହିଁ । ଏମାନେ ପର କାହାଜ ବେପାର୍ଶ୍ଵ ଥିଲେ—ଅଟେ କେଉଁଠି ଏହି କାଶରୁ ପଞ୍ଜାଏ ଦୂରକୁ ଯାଇ ଗୋଡ଼ାଏ ମୁଲକ ଦଖଲ କରି ପକାଇଥିଲେ । ଏବେ ସେ ସବୁ କୁଆରେ ଉଭଗଲଣି——ତେବେଳେ କେଉ କେବେ ମା ଖାଇବାର ଦେଖାଯାଏ ନାହିଁ । ଏବେ ମାଛ ଶୁଖୁଆ ବେପାରରେ କ ଭୁଜାକ କାରବାରରେ କେଉଣୀର ଦଉଡ଼ କମ ନୁହେଁ । ବେଣୁ କେଉ୪ ସାହଧ୍ୟ ଅଖିରେ ପଡ଼ କେବେ ଥଣା ଉୟାହର କଥା ମନକୁ ଆସେ । ଅଳ୍ପ ବଢ଼ାରେ ଗୋଟିଏ ଗଉଡ ଘର । ଘର ସ୍ଫର ପାଖରେ ବନ ଉପରେ ବେହେର କସି କେତେବେଳେ ଘଷି ପାରୁଥାଏ । ବେଳେ ବେଳେ ଦୁଧ ଠେକଧୀଏ ବା ଦହ ହାଣ୍ଡିଏ ଘେନ ଗାଁ ରକ୍ତରେ ବୁଲ ଅସେ । କେବେ ମଧ୍ୟ କାଣ୍ଡ ଖଣ୍ଡିଏ ଧର ବେହେରକୁ ଖଲିସ କରବାପାଇଁ ଗୋଠକୁ ଯାଏ । ବେହେର୍ ସବୁବେଳେ ପ୍ରାୟୁ ଚର ଦୁଲରେ ଥିବାରୁ ଘରେ ବେହେତୁ ମାଈକ। ଦହ ଦୁଧ ଘିଅର ପଇସାଇକ ସବୁ ତାହାର ହାରପୈଠ ହୃଏ । ପୁଣ୍ୟ ପବଂ କ ନିମିତ୍ତ ପଢିଲେ ସମସ୍ତେ ବନେ ଦ’ଦନ ଆଗରୁ ବେହେରଣୀ ଯସ୍ଥ ଧରନ୍ତି । ଗୁଣୀଙ୍କୁ ନ ପକ୍ୱର ବେହେଇଏ କେଉଁଠି କବାଦ ଦେବାକୁ ଭରସି ପାଇ ନାହଁ । Digitized by srujanika@gmail.com