Jump to content

ପୃଷ୍ଠା:Adbhut Parinam (M Rath, 1915).pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳ୍ପ ର ପରଣାମ । ମାଠମାନ ବୁଣିଦେଇ ରଷାକୁ ଭେଟାଏ । ଅଉ ତାହାଠାରୁ ଧାନ । ବରଷକ ଗଲେ । ଏବେ ସେ ଭୂଷ ଉଠିଯିବାକୁ ବସିବାରୁ ଦୁଇ କାଣ୍ଡ କରଜଦାମ କରି ବଡ଼ ଦୁଃଖରେ ଚଢ଼ିଛନ୍ତି । କେବେ ତର ବି ଛଡ଼ ଗଲେଣି । ଏନ୍ତ୍ରପର କର କେହ ଗାଁରୁ ବେଶି ବାହାରକୁ ଯାରୁ ନାହିଁ । ଗାଁକଥାମାନ ଟାରେ ଶ୍ରୀ ଚଳଯାଏ । କଳଗୋଳ ହେଲେ ସେହି ଗାଁର ଜଣେ ପୁରୁଣା ମୁଖିଆ ଲୋକ ବସି ଗୁମାଘୃଣ ମହାପୁରତର କଥାମାନ ନ ୀର ଥୋଇ ଭୈରବରରୁ ପଦେ ଅଧେ ଉପଦେଶ ଦେଇ ସବୁ ନଷ୍ପ କହିଦିଏ । କିଛି ଖଣ୍ଡ ପଡ଼ିଲେ ଠାକୁରଙ୍କ ଖରଚକୁ ଆସେ । ଠାକୁରଙ୍କ ନାଁରେ ଏଇ ହେଲ ଗାଁର କୋଠ କମଃ । ବୁଝି ବସିଲେ ଏଗୁଡ଼କ ଓଜନ ମ୍ ଭିଆରଙ୍କର ବଡ ଶିଶୁ । ସେମାନେ ଯେ ଏତେ ଙ୍କା ଉଡ଼ାଇ ଶଗନ୍ତେ ଶନ୍ତେ ବହି ପଢ଼ି ପାସ୍‌ କଲେ, ଏମାନେ ଏପର କଲେ ସେମାନେ ଆଉ କଣ କରିବେ ! ସେ ଯାହାହେଉ ହର ସ୍ବାଇଁ ଏ ଗାଁ ଉଭରେ ଜଣେ ପୁରୁଣା ମାମଲରକାର । ତାହାର କିଛି ଋଷ ଦାସ ଅ କରଷକ ଖରର ବେଶ ଚଳେ । ଘରେ ସ୍ତୂର ପ୍ରାଣୀ । ପୁଅ ମାଇପଙ୍କୁ ଛଡ଼ଦେଲେ ଆଉ ଗୋଟିଏ ଷ୍ଟ୍ କରଅ ଦୁଅରେ ଦ’ଶୂର ଖଣ୍ଡ ପଥର ତା ଉପରକୁ ଢା ଶ୍ଳୋକା । ହାଣ୍ଡ ଉପର ପଡ ୫କିଏ ଉଚ୍ଚ ପାହାର ହୋଇରୁ । ଦୁଇ ପାଖରେ ବୋଧକେତେ ଭଙ୍ଗା ହରଭଙ୍ଗା ଲଙ୍ଗଜି ଡେଲ୍ ହୋଇଛୁ । ଦାଣ୍ଡ ଘର Digitized by srujanika@gmail.com