୧ ଅଭ ଗ ପରଣାମ । ଗୁହାଳ । ହଡ଼ା ପନଃ ପସାରେ କନା । ଦୁଇ ହଳକୁ ଗୋଡ଼ାଏ ବଳଦ ଊଣା ହୁଏ ବୋଲି ଦନେ ଛଡ଼ା ଦନେ ଗୋଟିଏ ବଦଲ ଆଣି କାମ ଚଳାଇ ହୁଏ । ଗୁଡ଼ାଳର ଗୋଟିଏ ପାଖ କାନ୍ଥକୁ ଲଗି ଗୋଟିଏ ଉଞ୍ଚ ପିଣ୍ଡ ଅଛୁ । କେହ ବ୍ରାହ୍ମଣ ବା ବୈଷ୍ଣବ ଆସିଲେ ଏହି ଗୁହାଳ ସରେ ର୍ଉଳ ପୁଜ୍ଞା ଏ ଫୁଞ୍ଚାଇ ଦେଇ ପିଣ୍ଡୀ ଉପରେ ପଣ୍ଡଯାନ୍ତି । ଘର ଭକ୍ତରେ ପିଣ୍ଡା - ଗୁଡ଼ା ସବୁଥରେ ଗୋଧୀକେବେ ଓଲିଅଗପୁ (ମୋ ଆଲୋଚନା)ଅଉ କେତେଗୁଣ୍ଡ ଏ ପୁଡା ଅଛି । କୋଡ, କୀଙ୍କ, ଶାବଳ, ଦା, କରିବ, ବେଢା, କେଇ, ନନ୍ଦଆ, ଗର୍, ଥାଲ, କଂସା ଆଉ କଣ କେଉଁଆ, ଶଷର ମସିଣା ଅଦା ଘରକରଣା ବନକ୍ଷପାତ୍ର ର କେତେ ଅଛୁ । ବାଣ୍ଡପରେ ଗୋଟିଏ ଛେ ପାଲଗଢ଼ା । ପ୍ରଧାନ ଘରଣ ଆଉ ଆଉ ପଧାନ ଝିଅଙ୍କ କ୍ଷର ଦେଢ଼ ବଣାର ପିତଳ ବାହ୍ୟ ଖନ୍ତୁ କି ବିଧାଏ ବହଳର ଶାଢ଼ୀ ପିଦ୍ଧ ନାହାନ୍ତି । ଏହାଙ୍କର ଅଳଙ୍କାର ଓ ଲୁଗାପିତା ଅଉ ସମସ୍ତଙ୍କଠାରୁ ଏ ଛଯିବ । ଆଉ ଅଧୁକ କହି କଣ ଦେବ—ତାଙ୍କ ନାକରେ ମୟୂରବ ଗୁଣା, ଗୋଡରେ ରୁପାର ପାଭୃକ୍ତ ରହିଲଣି । ଦକ୍ଷିଣ ପରୁ କୁମ୍ଭ ଶାଢୀ଼ ନଈ ପହରଣ ହେଉଛୁ । ଆଗେ କିଛି ନ ଥିଲ—ବନ୍ତ ଦୁଃଖର ଘର ଥୁଲ । ହର ସ୍ବାଇଁ ପାରଲ ଦିନ ଏ ସବୁ ସମ୍ପତ୍ତ ମାତଗଲୁ । ସ୍ବାଇଁ କରୁଦନ ପଥଦାଗିରି କର ବଡ଼ନ୍ତ ପଇସ ଛଣି ଆଣିଥିଲେ । ଏକୁଠିଆ ହେବାରୁ ପଛକୁ ଏଇ ଅଚଳ ହେବାର ଦେଖି ଦୁଇ ବର୍ଷ ହେଲ ଗ୍କର ଗର୍ଭ ଦେଇ ଏରେ ବସିଛନ୍ତି । - Digitized by srujanika@gmail.com
ପୃଷ୍ଠା:Adbhut Parinam (M Rath, 1915).pdf/୧୫
ଦେଖଣା