Jump to content

ପୃଷ୍ଠା:Adbhut Parinam (M Rath, 1915).pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳ୍ପ ର ପରଣାମ । ପୁଅ ବୋଲି ଗୋଟିଏ । ବାପ ମାଙ୍କର ବଡ଼ ଗେଉଗପୁ (ମୋ ଆଲୋଚନା) ବାରୁ ବାରୁ ନାଁ ଦେଇଛନ୍ତି ‘ମହଳ,’ ସାଧୁଭୂଷାରେ ମୋହନ । ହର ପହରରେ ଅଳ୍ପବେଳେ ତାଙ୍କୁ ସଙ୍ଗରେ ରଖି ପଢାଉ- ଥିଲେ । ଏବେ ତାଙ୍କୁ ପନ୍ଦର ପାଇଁ ଷୋଳ ପଣିଛୁ । ଏବେ ସେଠାରୁ ଅସି ନକ ହୋଇ ସ୍କୁଲରେ ପଢ଼ୁବ । ୱାଇଁ ବନା ଦରମାରେ ପୁଅର ପତିକା ବନ୍ଦୋବସ୍ତ କର ଦେଇ ଯାଇଛନ୍ତି। ସେ ପୁଅକୁ ଗୋଟିଏ ଚଢା ଡେପୁèଙ୍କ କୋଠି ଦେଖାଇ ଦେଇଛନ୍ତି । ବେଳେ ବେଳେ ସେଠାକୁ ଯାଇଁ ଦୁଃଖ ଓଳର କଲେ, ସେ ସଠୁ ଢାଲ ଶୁଣିବେ । ଯେତେହେଲେ ହର ଆଉ ଘଟରେ ଥ ହୋଇ ରହ ପାରନ୍ତି ନାହିଁ । ପ୍ରତିଦିନ ମହିନା ମ କାନ୍ଧ କାନ୍ଦ ତାଙ୍କୁ ପୁଅକୁ ଦେଖି ଅସିବାପାଇଁ ହଉଥାଏ । ତେଣୁ ହର୍ ର ଅଠ ଦିନରେ ଥରେ ଆସି ସରୁ ୱାଲ ହରକର ବୁଝି ଟ୍ଯାଏ । ପ୍ରିୟୁ ପାଠକେ । ବେଶି କହଗୁଁ ନାହଁ । ଅକାରଣେ,ପୋଥୁ ବଢ଼ି ଯିବ । ଏ ପିଲକୁ ଅପଣମାନେ ଆଗରୁ ହି ଛନ୍ତି । ଏହି ପିପଃ ସେ ଦିନ ପାତ୍ର ସାକଙ୍କ ସଙ୍ଗରେ ଯୁକ୍ତି ତର୍କ କରୁ-- ୧ଲା । Digitized by srujanika@gmail.com