Jump to content

ପୃଷ୍ଠା:Adbhut Parinam (M Rath, 1915).pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କଉଜ ପରଣାମ । www ସ୍ନେହରେ ଦଆଯାଏ । କଏ ଯେ କେତେ କରାବ, କାଗଜ, ପେନ୍‌ସିଲ, କଲମ, ଦୁଝର, ରୁମାଲ, ଥାନଫଡା ଧୋର, କମ୍ବଳ ଓଗେର ପାନ୍ତି, ତାହାର ସଂଖ୍ୟା କମ୍ ରଖୁଛି ! ବୈଠକଖାନା ପଛଅଡ଼େ ଅର୍ଥାର୍ ପୂପାଖରେ ଗୋଞ୍ଜାଏ ବଡ଼ ପୋଖରୀ । ସେ ଥର ଗୋଧଏ ପାଖରେ ଦୁଇ ଜଣ ପଠାଣ ଯୁବା ଠିଆ ଠିଆ ଦଳର୍ଶୀ ପକାଇ ମଧେ ମଧେ ହଠାରୁ ଗୋଟିଏ ଗୋଟିଏ ଧଳା ଫରଫର ଜୀବ ପୋଖରୀ ଭଗରୁ ଝାଣି ଆଣୁଛନ୍ତି । ମେମ୍ ସାହେବଙ୍କର ଅନେକ ସମୟରେ ସେହି ପୋଖଘ ଉପରେ ଆଖି ଥାଏ । ବେଳେ ବେଳେ ମାଛ ମହା ଖେଳାଉ ବାର ଦେଖିଲେ, ବୋଧହୁଏ ଘୂରୁଥାନ୍ତି, ପ୍ରଦ୍ମ କେବେ ଏହିପର କାମ ମୋତେ ଦେବେ । ଗୋଏ ସାନ୍ତାଳ କା ମେମ୍ ପାହେବଙ୍କର ଧରମପୁଅ । ସେ ଜ୍ୱର ମାଛ ଧର ପାରେ, ଆଉ ଗାଈ ଦୁହି ପାରେ। ପ୍ରଭଦନ ମେନ୍ ସାହେବ ଜଜେ ତାର ଖାଇବାର ଭଲୁ ନଅନ୍ତି । ଏହିପରି ଲେଖ’ରେ କେତେ ପୁଅ ଝିଅ ଢାଙ୍କ ପାଖରେ ବନ୍ଧା ଅଛନ୍ତି । ଅଉ ସେ ସରୁ ବେଶି କହଲେ ପାଠକମାନେ ରକ୍ତ ହେବେ । ଦନେ ମେଘ ଅନ୍ଧାର——ଝିପ ଝିପି ବରଷା ହେଉଅଛୁ –ବେଳ ଅନ୍ଦାକ ଯହରେ ବେଳ । ଲଞ୍ଚି ଏ ଫାଞ୍ଚକ ପାଖକୁ ଆସି ଶସ୍ତ୍ର ଶକ୍ତି ଠିଅ ହେଲ । ଭତରକୁ ଯିବାକୁ ମନ ଥିଲେ ସୁଦ୍ଧା କଛିଣ୍ତାରେ ସାହେକ ଏବଂ ତାଙ୍କ ଭୁଣ୍ଡକୁ ଦେଖି ପଶିକାକୁ ଭରସି ପାରଲ ନାହିଁ । ପାହେବ ବରଣ୍ଡାରେ ଥାଇ ଦୂରରୁ ଢାହା ଉପରେ ଧୀର ସୁଶାନ୍ତ ଦୃଷ୍ଟି ଢାଇବାକୁ ଲଟିଲେ। ସିଂ ବର ସୁରା ଏପଣ ଦୃଷ୍ଟି Digitized by srujanika@gmail.com