Jump to content

ପୃଷ୍ଠା:Adbhut Parinam (M Rath, 1915).pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୭ ଅଭୂତ ପରିଳା!ମ । 2 ପଡ଼ିଲେ ଲେକ ବିଶ୍ୱାସ କରି ପାଖରୁ ଗ୍‌ଈଯିବ । ପିଲା ସହରରେ ରହି ବୃସିଅର ହୋଇ ଗଲଣି । ମନେ ମନେ ଯୁକ୍ତି ଧର ଧୀର ବମୀ ଭଊବରେ ଯାଇ ସାଇ ହାର ଦୂରରୁ ଗୋଟି ଏ ମରବ ସଲମ କଳ୍ପ । ସାର୍‌ ଏଭେଦରେ ଶିବାର ଧୋପ ଟିଲରୁ ଦେଖି ଅଗରୁ ଖୁସି ହୋଇ ପଡ଼ିଥିଲେ । ପାଖକୁ ଗଳ୍ପ- କ୍ଷଣି ହଠାରୁ ଚଢ଼ି ପାରଲ ପର ପାଖକୁ ଆସି ପିଲାର ସଲମ ହାଡକୁ ଥର ବାନ୍ତରେ ଲଗାଇ ଦେଇ କହିଲେ, ସଲମ - କାହିଁକ—ନମସ୍କାର କଡ ‘ନମସ୍କାର’ । ବେଶି କଥାବାତ୍ତ୍ୱ କୁ ଆଉ ବେଳ ନାହିଁ । ଶୃଙ୍ଗି ରୁକ୍ଟ ଠକ୍ ଠନ୍ ହୋଇ ଶକା ଘଣ୍ଟା ବାଜଲ । ସାୱେଦ ବାଇବେଲ ଅନୁବାଦ କଣ୍ଟାବାଲୁ ପୂର୍ବୋକ୍ତ ପ୍ରକୋଷ୍ଠକୁ ଗୁଣ୍ଡଟିଲେ । ଗଳ୍ପବେଳେ ମେମ୍ ସାହେବଙ୍କୁ ବୈଠକଖାନାରେ କଣ ଦି ପଦ କହିଦେଇ ପିଲକୁ ଛଡଦେଇ ଗଲେ । ବାଳକ ଏଥର ମାମାଙ୍କୁ ନମସ୍କାର କହିବାରୁ ସେ ଅନନ୍ଦରେ ନମସ୍କାର—ନମସ୍କାର କହି ପାଖରେ ଗୋଟିଏ ବେଞ୍ଚରେ ବସିବାକୁ କହଲେ । ପିଲା ମେମଙ୍କୁ ଦେଖି ମନେ ମନେ ଅଳ୍ପ ହସିଲ—ଦେଖିଲେ ଯେ, ଉଚ୍ଚତାରେ ସାହେବଙ୍କଠାରୁ କରୁ ଊଣା ହେଲେହେଁ ସୂ ଲଭାରେ ଡେର ବେଶି । ମୁଣ୍ଡରେ କଳା ଧଳା ବାଳର ଗୋଟିଏ ବତ୍ତ, ଲ ଗୁନ୍ଥିଳ କବର—ଦେହରେ ଗୋଟିଏ କଲା ରୁର ଫାଶଦ କୁ ପୋଷାକ—କ ଦେଶରେ କଶ୍ମୀ ହୋଇଥୁବାରୁ ପାସୱାଲର

େଭ ପରି ଭଳକୁ ଝୁଲ ଖସା ମନୁଅଛି । ଡାକବାଲର ଥଳୀ

ପର ଗୋଧୂଏ କାଲୁଆ ଥଳୀ ରମ ପଇବାରେ ଅଣ୍ଟା ତଳକୁ Digitized by srujanika@gmail.com -