Jump to content

ପୃଷ୍ଠା:Adbhut Parinam (M Rath, 1915).pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଭ ତ ପରଣାମ ! ବେଳେବେଳେ ତୁଚ୍ଛ —ଯୋଗିର ବ୍ରହ୍ମମୁଦଲଭରେ ଏବେ ଏକାଗ୍ରଢା ଥାଏ କି ନାହିଁ ସନ୍ଦେହ । ବରଂ ଯୋଗର ହ୍ମାନନ୍ଦ ଅପେକ୍ଷା ବେଳେ ବେଳେ ଯେହ୍ନେ ସେ ଅଧୁନ ଆନନ୍ଦ ପାଏ ! ବନଶୀର ସୂକମ୍ପନ ସଙ୍ଗେ ସଙ୍ଗେ ଯୁବକର ହୃଦରେ ଅପ୍‌ ପୁଲକ କଲେ—ରା ପଛେ ପଛେ ଗୋଟିଏ କେ. ନାଁ ପୃ ବସ୍ତୁ, ଦେଖି ସେ ସଙ୍ଗରେ ଯେଉଁ ପୁଲକ ଅନୁଭବ କରେ, ତାହା ଋଷିପ୍ରାଣରେ ଅନୁଭୁତ ହୋଇଥିବ କି ନାହିଁ ସନ୍ଦେହ । ଦାସୀଟିଏ ଆସି (ଫେଇ ପୋଷାକରୁ ଢେଲଙ୍ଗାଣୀ ପର ଦଶୁଥିଲ) ଧୀର ଶଙ୍କିଭତ୍ସବରେ ସେହ କଲମ୍ବ-ମଣ୍ତଳ ପାଖକୁ ଆସି ପକୃଣା ଲ ପ୍ରାୟ୍ ଅନଭ ଉତ୍ତମାଙ୍ଗରେ ଉଭ ହେଲା ।ଥରେଣ୍ତବକ ମୁହଁକୁ ଦୃଷ୍ଟି,ଥରେ କଳମ୍ବ ଉଙ୍କ ପରେ ମୂର୍ତ୍ତି ପଳାଇ ସ୍ୱାକାର୍ଯ୍ୟ ସାଧନ କରି ଷ୍ଟ୍ ଇଗଲ । ସଂସାରରେ କେତେଜଣ ଏହିପର ବ୍ରହ୍ମପଦରେ ଦୃଷ୍ଟି ଏବଂ ସଂସାରକର୍ମରେ ହସ୍ତ ଦେଇ ଖରବରେ ସେବକ ଗବରେ କାର୍ଯ୍ୟ ସାଧନ ଚର ଯାନ୍ତି ! ଘର ପଛଆଡ଼େ ଦେଖା- ଗଳ୍ପ, କେବେ ଯୁବଗ କୁକୁଡ଼ା ସୀନ ସାନ ଜୁଇ ଭଉଣୀଙ୍କ ଘଉଡ଼ାଇ କନ୍ କକ୍ ରଶ୍ମୀ ଛଡ ଦଉଛନ୍ତି । ପାର୍ଶ୍ଵଦେଶରେ ଦେଖାଗଲ, ଗୃହଣୀ ଫାଲଜ୍ଜା ଉପରେ ଆପଣା ଲୁଗାରେ କମର କଷିଦେଇ ବାରଙ୍ଗ ନାର ବେଶ ଧାରଣ କରିଅଛନ୍ତି ଏବଂ ଗୋଟାଏ ଅଣୁଶାଲମ କୁକୁଡ଼ାକୁ ମାଡ଼ ବସି ଶମ୍ବ ନଷ୍ଟାଶନରେ ରପୂର୍ ଅଛନ୍ତି । ଏକଆଡ଼େ ବଚେଷ୍ଟମାନା ଲୁକ୍କୁ ଓଁର ପଦନଖ ପ୍ରହାର ସହ ଅର୍ଥଦ—ଅପରପାଶ୍ଚ’ରେ ଗୃହ-ଅନନ୍ଦନ ର୍ଶନ ଶୁଭ୍ ସୂଢ଼ଳ ଈମ୍ବାବଲୀର ପଢନ । ଘର ସମ୍ମୁଖରେ ଗୋଞ୍ଜି ଏ Digitized by srujanika@gmail.com