Jump to content

ପୃଷ୍ଠା:Adbhut Parinam (M Rath, 1915).pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମିକା । ମୂଳରୁ ମୁଁ ଉପନ୍ୟାସ ପ୍ରିୟ ନୁହେ । କେବେ ହେଲେ ତୋ ଏ ଗଳ୍ପ ମୁକ୍ତା ଲେଖି ନାହିଁ । କରୁକାଳ ପୂର୍ବେ ଗୋଟିଏ ସଭ୍ୟ ଘନାରେ ଉକତ ହୋଇ ହୟାଇ ଏ ଗଣ୍ଠି ୪ ହସ୍ତାଭ୍ୟାସ- ସ୍ବରୂପ ଲେଖି ଅଳ୍ପ । ଏହା ରେଭେନ୍ସା କଲେକ ଏଠି ରୁ ଲର ରମାନଙ୍କ ହସ୍ତଲଖିତ ‘ଗବନ୍ଧୁ ନାମକ ମାସିକପଥିକାରେ ନମତଃ ବାହାରଥୁଲ । ଏହା ଯେ ପୁସ୍ତକାକାରରେ ପ୍ରକାଶିତ ୱେବ, ଏହା ମୁଁ କେବେ ସ୍ବପ୍ନରେ ବୁକ୍‌ କଳ୍ପନା ରେ ନାମ ଉକ୍ତ ପଵିକାର ପାଠକ କେତେଜଣ ଛଙ୍କ ନବାଣ୍ଡ ଶସ୍ତ ଏବଂ ଉଦ୍‌ଯୋଗରେ ଏହା ବର୍ତ୍ତମାନ ମୃଦ୍ରତ ହେଲା । ତେଣ ମୋହର ଦାୟିତ୍ଵ ଅଂଶତଃ ବିଭକ୍ତ ହୋଇଯିବାରୁ ମୁଁ ପାଠକ- ସମାଜ ସମକ୍ଷରେ ନାମ ପ୍ରକାଶ କରିବାକୁ ସାହଦୀ ହେଲେ । ବ ପାଠକମାନଙ୍କଠାରୁ କ୍ଷମା ନ ପାଇବାଯାଏ ମୋହ ମନରେ ଶାନ୍ତି, ନାହିଁ । ସ୍ଥମାନେ ଏହାର ପ୍ରକାଶରେ ଅଗ୍ରସ୍ତ ହୋଇଛନ୍ତି । ଦେହମାନଙ୍କର ଯଦି ଏହା ପଢ଼ି କରୁ ଶିକ୍ଷା ହୁଏ, ତାହାହେଲେ ମୋହର ଶ୍ରମ ପଣ୍ଡ ହେବ ନାହିଁ ବୋଲି ବୟାସ । ୧୩ | ୪ | ୧୯୧୫ | } ଗ୍ରନ୍ଥକାର । Digitized by srujanika@gmail.com