୮ଭୂତ ପରଣାମ । ପୃଷ୍ଭଙ୍ଗ ଦେଉଛନ୍ତି । ବେଳେ ବେଳେ କାହାକୁ ମଧ୍ୟ ଧକ୍କା ଉପହାର ଦେଇ ପେଲ ଦେବାକୁ ହେଉଅନ୍ତୁ । ଏହି ଭତରେ ଗୋଟିଏ ଦ କୁକୁର ମଧ୍ୟ ଆସି ଉଚ୍ଚସ୍ତରରେ ଗରରସର ବଢୁ ଢା କର ପ୍ରହର ପୁରସ୍କାର ସହ ଗ୍ଲ ଯାଉଅଛନ୍ତି । ଅଧୁକାଂଶ ଲେକଗୁ ଡ଼ାକ କରାମୁଣ୍ଡି ଅ; ଅଶିକ୍ଷଭ —ଅଧ ପାଠୁଆ ଆଉ ମଫସଲଥ । ମଝିରେ ଗୋଟିଏ ଧଳାପୋଷାକ ଦେହ ଧୂଳମିଶା ମନୀମସ ପୋଷାକରୁ ଡ଼ାକ ମଧ୍ୟରେ ‘ବକ ମଧେ ହଂସ ପ୍ରା' ଦଧୂଅରୁ । ଖଣ୍ଡେ ଖଣ୍ଡେ କମିକ ଗଳାଇ ଦୁଇ ଷ୍ଟୁର ରସମାଧାQ ମଧ୍ୟ ଦେହଠାରେ ଉପଦାସବ୍ୟଞ୍ଜକ ଦୃଢ ମୁଖ ମହବତ୍ ଉପଭକୁ ଖେଳ କଏ ସେ ଆଡ଼କୁ ଏ ପୁଣି ବନ୍ଧ ଅଉକୁ ର୍ ଭବକାଶରେ କେତେ କଣ ସଙ୍କେଜ କରୁଅଛନ୍ତି । ପାଖକୁ ଆସି ଦେଖାଗଲା, ଖଣ୍ଡଶିଳର ଗୋଟିଏ ଭଜୁଣିଲା ପର— ଅଥବା ଶଙ୍ଖ ମଲମଲ ପଥରର ଗୋଟିଏ ଉଜ୍- ମୂର୍ତ୍ତି ପର ଜଣେ ଗୌରଙ୍ଗ ବା ଧବଳାଙ୍ଗ ପୁରୁଷ ଦଣ୍ଡାୟମାନ । ଧବଳପୋଷାକ ଉପରେ କୃଷ୍ଣର ଲମ୍ବ ଶୁଣ୍ଡ ବଡ଼ ମାନୁଛୁ । କବିଙ୍କ ଭାଷାରେ କୈଳାସବ୍ଲିଙ୍ଗରେ ଖଣ୍ଡେ କଳାମେଘ ଲଗି ଯାଇଥୁଲ ପରି ଦିଶୁଅଛୁ । ସାହେବ ଧୀର ଗମ୍ଭୀଭତ୍ସବରେ ଉତ୍ସ—ଉଭ ପାର୍ଶ୍ଵରେ ଦୁଇ ଜଣ କୃଷ୍ଣାଙ୍ଗ ଏକ ରେଖାରେ ଦଣ୍ଡାମାନ ।' ନାସିକା ତଳେ ପଞ୍ଝାଏ ପଙ୍ଖା ଏ ଛ କଣ ପାଦରେ ଯୋଡ଼ାଏ ଚକଘଷା କାରବସ ଯୋଛା । କିଛିଦେଶରେ ଖଣ୍ଡେ ଖଣ୍ଡେ ବାଇଶି ଶ ଏକାଶୀ ନମ୍ବରର ଗୋଷ୍ଟ ମାର୍କା ଧେଶ ଘେର ୱାଇଛି । ଦେହରେ ଜଣଙ୍କର କାଲରଲଗା ଖଣ୍ଡ ଏ କମକ Digitized by srujanika@gmail.com
ପୃଷ୍ଠା:Adbhut Parinam (M Rath, 1915).pdf/୬
ଦେଖଣା