ଅଭି ତ ପରଣାମ । ର୍ତ୍ତି ସ୍ଟ ମାନଙ୍କ ନମଣ୍ଡେ—ଯେ ଲେକ ପାର୍ଥୀ ଅଛଷ୍ଟି, ଙ୍କ୍ ପରିତ୍ରାଣର ବାଧ୍ୟ କହନ୍ତେକାଳୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ପାଧିମାନଙ୍କ ପରିତ୍ରାଣ ମଣ୍ଡୋ। ଏ କଗରୁ ଅବଧୂର ହୋଇ ଆସିଥିଲେ । ସିମଙ୍କୁ ଉଡ୍ର କର ସେ ସ୍ଵର୍ଗକୁ ଯାଇଛନ୍ତି । ସେ ଯାହା - ପରିତ୍ରାଣର ବାଧ୍ୟ କହିଛନ୍ତି –ହା ମୁଁ ମାନେ କରୂଅ — ଧୂମ୍ବେ ମନ ଡେଇ ଶୁଣ । - ( ହଠାତ୍ ଗୋଳ ମାନ ଭକ୍ତରୁ ପ୍ରଶ୍ନ ଉଠିଲ, ସତ୍ନ ଯିଶ୍ର କିଏ ? ) ଆମ୍ଭେ ଯାହା କହ୍ନରୁ ଆଗେ ଶୁଣ—ଗୋଲମାଲ କର ନାହିଁ । (ପୁନଙ୍କାର ସେହ ପ୍ରଶ୍ନ) ଖଣ୍ ଜନ୍ମରୁ— ପ୍ରଭୁ ର୍ୟାଣ୍ଡ ଟିଏ ? ତେବେ ମ୍ଭେ ଯାହ। କନ୍ମରୁ ଶୁଣ । ପ୍ରଭୁ ଯୀଶୁ ଈଶ୍ୱରଙ୍କର ପୁତ୍ର, ପାପିମାନଙ୍କୁ ପରବ୍ରାଣ କରିବାପାଇଁ ଏକ ଭୁ ଅସିଥିଲେ । ( ଜଣେ ସ୍କୁଲ ପିଲା ସେ ବକ୍ତ ଡାଃ ମନ ଦେଇ ଶୁଣ୍ଟୁଥୁଲ, ସେ ଏହିଠାରେ ହଠାତ୍ ପଶ୍ଚରଲ) “ଅଚ୍ଛା, ତାଙ୍କର ଜଣ ମାତା ଅଛନ୍ତି ?” ସାହେବ—ହଁ, ଅଛନ୍ତି—ଧ୍ୟଙ୍କ ନାମ ମେଟ୍ । ପଲ—ଅଚ୍ଛା, ଅପଣ ର ସେ ଦନ ଚକ୍ତ ଭାବେ କହିଥିଲେ, ଈଶ୍ୱରଙ୍କର ରୁପ ନାହିଁ, ନ ଭାହାଙ୍କୁ କେହି ଦେଖି ନାହିଁ । ତାଙ୍କର ପୁର୍ଣି ମେସଙ୍କ ଗର୍ଭରୁ ପର୍ ପୁର୍ବ କାଚ ହେଲା । ଅଚ୍ଛା, ଅଉ ଗୋଟିଏ କଥା—— ସେ ସିନା ଈଶ୍ୱରଙ୍କର ପୁତ୍ର, ଆମ୍ବର ଶୁକ୍ ତ ସ୍ବୟଂ ଈଶ୍ଚର ଥଲେ । Digitized by srujanika@gmail.com
ପୃଷ୍ଠା:Adbhut Parinam (M Rath, 1915).pdf/୮
ଦେଖଣା