ପୃଷ୍ଠା:Alankara Bodhodaya.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ ଆଦ୍ଯାକ୍ଷର ବୃୟ ଅଶ୍ୱାଳ । ନିହତାର୍ଥତା - ଯଥା, ଧାତୁମତ୍ତାକୁ ଗିରି ଧାରଣ କରିଅଛି । ଅତ୍ର ମତ୍ତା°ଶ, ମତ୍ତତାରେ ନିହତ ହେଲା । ଅବାଟ କଢ଼ - ଯଥ, କାର୍ତିକେୟ ତାରକାସୁରକୁ ବିଜେୟ କଲେ । ଅତ୍ର ବିଜେୟ ରୂପ ପଦାଙଶ ବିଜିତୀର୍ଥକୁ ନ କହିବାରୁ ଅବାଚକ ହେଲା । ଯଦ୍ୟପି ବିଜିତ କଲେ ବୋଲା ହୋଇଥାନ୍ତୀ ଜୋତ ଦେବା ବାଟକ ହୋଇଥାନ୍ତା । ସଂଗ୍ରାମରେ ଶୁରମାନେ ନିହତ ହେବାରୁ ବଟୋ ବାଣତ୍ମକୁ ପାଇଲେ ଅର୍ଥାତ୍ ଗୀର୍ବାଣତ୍ବକୁ ଲଭିଲେ । ଅତ୍ର ବଟା ଶବ୍ଦ ଗୀର ଶବ୍ଦାର୍ଥ କହିବା ବିଷୟରେ ନେୟାର୍ଥ (ଅନୁସକ୍ଷେୟାର୍ଥ) ହେଲା । ଅର୍ଥାତ୍ ଯେଉଁ ସ୍ଥାନରେ ଶବ୍ଦମାନଙ୍କର ପରିବର୍ତନ ସତ୍ତ୍ୱେ ସେହି ସ୍ଥଳରେ ଶବ୍ଦମାନଙ୍କର ପରିବର୍ତନ ହୁଏ; ଗୀର୍ବାଣ ହେଲା ବୋଲି ଚକ୍ଟୋବାଣ ହେବ। ଏପରି ନୁହେଁ । ଯଥା, ପଦ୍ମାଳୟା, କମଳାଳୟ, ଅନ୍ତୋଜାଳୟା, ଜଳଜାଳୟା ଇତ୍ୟାଦି ହୁଏ ବୋଲି ଯେ ପଦ୍ମଭବନା ଜଳଜ ଗୁହା, ଅୟୋଜସଦନା, କମଳ ନିକେତନା, ଏପରି ପରିବର୍ତନ ହେବ ତାହା କଦାଚ, କବିସମ୍ମତ ନୁହେଁ “ । ଏହିପରି ଯଥାସମ୍ଭବରେ ପଦା' ଶ। ଜୋ}କ୍ଷମiଜୋନ ଜୋହଦେବ । ପୂର୍ବୋକ୍ତ ଦୋଷମାନେ ପଦରେ ଓ ବାକ୍ୟରେ ଉଭୟତ୍ର ସମ୍ଭବିପାରନ୍ତି; କିନ୍ତୁ ନିମ୍ନଲିଖିତ ଦୋଷମାନେ କେବଳ ବାକ୍ୟଗତ ହେବ । ଯଥ}, ପ୍ରତିକୂଳବର୍ଣ୍ଣତା, ଅଧକପଦତା, ନୃବ୍ଯୂନପଦତା, କଥୁତପଦତା, ସମାପ୍ତପୁନରାଉତା, ଅର୍ଦନ୍ତଶୈକପଦତା, ସନ୍ଧିରେ କଷ୍ଟତା, · ଅକ୍ରମତା, ଭଗୁପ୍ରକ୍ରମତା, ବାଚ୍ଯନଭିଧାନ, ଅଭବ ନୁତ ସମ୍ବନ୍ଧତା, ଅମଡପରାର୍ଥତା, ପ୍ରସିଦ୍ଧି ତ୍ୟାଗ, ଅସ୍ଥାନପଦତା, ସଂକୀର୍ଣ୍ଣତ୍ବ, ସନ୍ଧିରେ ଅଶ୍ବଳତ୍ବ, ପତତ୍ ପ୍ରକର୍ଷତା, ସନ୍ଧିବିଶେଷତା, ହତବୃତ୍ତତା, ଆହତ ବିସର୍ଗତା, ଲୁପ୍ତବିସର୍ଗତା, ଗର୍ଭିତତା, ଅସ୍ଥାନସମାସ ତା । ପ୍ରତିକୂଳବର୍ଣ୍ଣତା - ରସର ଅନନୁରୂପ ବର୍ଣ୍ଣବିନ୍ୟାସକୁ ପ୍ରତିକୂଳବର୍ଣ୍ଣତା ବୋଲି ! ଯଥା - ଏ ନଟୀ କଟାକ୍ଷ ଛଟାର ପରିପାଟୀ ଦ୍ବାରା ପାଟବକୁ ପ୍ରକଟିତ କରିଅଛି ! ଅତ୍ର ଟକାର ଶୃଙ୍ଗୀର ରସର ପ୍ରତିକୂଳବର୍ଣ୍ଣ ହେବାରୁ ଏହି ବାକ୍ୟଟି ଦୋଷଯୁକ୍ତ ” ଯଥା ଶୁଳୀ ତଥା ସପୀ ନଶଶୀ, ହରିଣୀ ତଥା | ଯଥେନ୍ଦୁ ମୌଳିର୍ନ ତଥା ଗଙ୍ଗା ମୌଳି ୟୁବା ଚକ୫ ! ୦ | ଇତ୍ୟାଦି ଅପ୍ରଯୋଗେ ଦୃଷ୍ଟାନ୍ତ୫ ।