ପୃଷ୍ଠା:Alankara Bodhodaya.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ


“ଅସ୍ତ ହେଲେ ରବି ଗ୍ରହରାଜ ଦିନମଣି ।' ଅତ୍ର ଗ୍ରହରାଜପଦ ସୂର୍ଯ୍ୟଙ୍କର ଅସ୍ତକୁ ପ୍ରତି କୌଣସି ଅର୍ଥ ପୁଷ୍ଟ ନକଲା । ପୁନରୁକ୍ତତା - ଯଥା, କବିତା କଳାପ ପୂ ୧ ଷ୍ଟା “ ନିସ୍ତଳ୍ପ ସକଳ ନାହିଁ ଗଣ୍ଡଗୋଳ, ସରିତର ଜଳ ହୁଏ କଳ କଳ, ସୁନିର୍ମଳ ବିଧୁ ମଣ୍ଡଳ ରାଜେ ।' ଅତ୍ର ନିସ୍ତଳ୍ପ ସକଳ ଏହାର ଅର୍ଥାଦ୍ବାରା ଗଣ୍ଡଗୋଳ ନଥୁବାର ପ୍ରକାଶ ହୁଏ; ପୁନଶ୍ଚ ଗଣ୍ଡଗୋଳ ନାହିଁ ବୋଲିବାର ଅଧକ । ବିଦ୍ୟାବିନ୍ତୁଦ୍ଧତା - ଯଥା, କବିତା କଳାପ ପୂ୯ଷ୍ଠୀ ପ୯ଦ * ତା' ନିର୍ଷର ବନ କଲେଜ ଲୋକନ ଉଦର ଅନନ୍ଦେ ଯାଉଛି ପୁରି ।' ଅତ୍ର ଉଦର ଆନନ୍ଦରେ ପୂରିବାର ଶାସ୍ତ୍ର ବିରୁଦ୍ଧ । କାରଣ ଆନନ୍ଦର ଅଭିବ୍ୟକ୍ତି ସ୍ଥାନ ମୁଖ୍ୟ ନେତ୍ରାଦି । ଖ୍ଯାତିବିରୁଦ୍ଧତଃ - ଯଥା, କଳଶା ରାଗେ ଶୂଳ ଧରି ହରି ସଂଗ୍ରାମକୁ ବିଜେ କଲେ । ଅତ୍ର ଶୂଳ ଶିବଙ୍କଠାରେ ବିଖ୍ୟାତ, ହରିଙ୍କଠାରେ ଅବିଖ୍ୟାତ । ସଙ୍ଘୀକାନ୍ଥତା - ଯଥା, ଜଳଶୀ ରାଜୋଗ ଶିବ। ଧନୁ ଭଙ୍ଗ କ୍ଷତ୍ରିୟଙ୍କ ସମୁନ୍ନତି ନାରୀରତ୍ବ କିପରି ସହିବେ ଭୃଗୁପତି । ଅତ୍ର ଉପେକ୍ଷା କରିବାକୁ ଏହି ପଦ ନଥୁବାରୁ ବାକ୍ୟ ସାକାନ୍ଥ ହୋଇ ପ୍ରକୃତାର୍ଥର ଅଜୋବାଧକ ଜୋହଳ! ସହଚର ଭିନ୍ନତା - ଯଥା, ବଙ୍ଗଳା ଶ୍ର' ରାଜୋଗ ଦରିଦ୍ର ସଜନା, ଗଳିତ ଉରଜା କାମିନୀ, ନିଷ୍ପଦ୍ମ, ସର, ସଭା ପୂଜିତ ଖଳ, ନିଶେଣ୍ଟ କରନ୍ତି ହୃଦୟ ଖେଦ ମୋହର । ଅତ୍ର ସଜନ, ଜାମିନୀ, ପଦ୍ମ, ଖଳ, ଏମାନଙ୍କର ଶୋଭନା ଶୋଭନ ଭେଦରେ ସହଚର ବିରୋଧ ରହିଲା । ଅର୍ଥାତ୍ ସର୍ଜନ, କାମିନୀ, ପଦ୍ମ ଏମାନେ ଏକ ପ୍ରକରଣରେ ରହିବାକୁ ଶୋଭନ, କିନ୍ତୁ ଏହି ପ୍ରକରଣରେ ଖଳ ରହିବାର ଅଶୋଭନ । ଦୁଷ୍ମମତା - ଯଥା, ହେ ରାଜନ୍, ଆପଣ ଗୋଟିଏ ଅଶ୍ମ ଦେବା ହେଉନ୍ତୁ, ସେନାଛେତ୍ ଗୋଟିଏ ମଘ୍ନହସ୍ତୀ ଦେବା ହେଉନ୍ତୁ