ପୃଷ୍ଠା:Alankara Bodhodaya.pdf/୪୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଳଂକାରବୋଧୋଦୟ

ଅତ୍ର ଉତ୍କର୍ଷ ନିମିତ୍ତ ଗମୋତ୍ପ୍ରେକ୍ଷା କରିବାର ଉଦ୍ଦେଶ୍ୟ ଥଲା, କିନ୍ତୁ ଯଥା ଶବ୍ଦ ଗମେନ୍ଲେଜ୍‌ ପ୍ରେକ୍ଷାର ଦେବ୍ୟାତକ, ନହେବାରୁ ଅବାଚକ ହେଲା, କିନ୍ତୁ ବାଟୋଡ୍ପ୍ରେକ୍ଷୀର ବାଚକ ହେଲା । ଅନୁପ୍ରାସରେ ବୃତ୍ତିବିରୁଦ୍ଧ ପ୍ରତିକୂଳବର୍ଷତ୍ୱ - ଯଥା, ବଙ୍ଗଳା ଶ୍ରୀ ରାଗେ ପରଶୁରାମ ପରବେଶ ହୋଇଲେ ପରମ ରୋଷରେ ପୁରି, ସୁକୁମାର ରାଜକୁମାରଙ୍କ ଶିର-ହରଣ ବ୍ରତ ଆବରି || ଅତ୍ର ବୀର ରସ ପ୍ରସ୍ତାବରେ କୋମଳ ବର୍ଣ୍ଣ ବିନ୍ୟାସ ହେବାରୁ ଆରଭଟୀ” ବୃତ୍ଯନୁପ୍ରାସର ପ୍ରତିକୂଳବର୍ଷ ହେଲା । ଉପମାନଂକାରର ସାଧାରଣ ଧର୍ମର କୌଣସି ସ୍ଥଳରେ ଅଧ୍ୟକତା ଓ ନ୍ୟୁନତା ଅଧକତା - ଯଥା, ବଙ୍ଗଳା ଶ୍ରୀ ରାଗେ ନୟନ ତେଜରେ ବିରାଜିତ ଶମ୍ବୁ, ଶିତବିଭୂତି ସୁନ୍ଦର, ଚପଳାଯୁକ୍ତ ଶାରଦ ଘନପରି ନୀଳ ମେଘ ଖଣ୍ଡଧର । ଅଦ୍ର ଉପମେୟ ଶମ୍ବୁଙ୍କଠାରେ ନୀଳକଣ୍ଠତ୍ନ ବିଶେଷଣ ନଥୁବାରୁ “ନୀଳମେଘ ଖଣ୍ଡଧର' ଏହି ପଦ ଅଧକ ହେଲା । ନ୍ଯୂନତା - ଯଥା, ବଙ୍ଗଳା ଶ୍ରୀ ରାଗେ କମଳାଳିଙ୍ଗିତ ମୁକ୍ତାହାର ଯୁକ୍ତ ଶ୍ୟାମସୁନ୍ଦର ଅତ୍ଯୁତ, ବିଦ୍ଯୁତ ଭୂଷିତ ନୀଳ ମେଘ ପରି ଦିଶୁଛନ୍ତି ସୁଶୋଭିତ । ଅତ୍ର ଉପମେଯସ୍ଥିତ ମୁକ୍ତାହାର ବିଶେଷଣ ଅନୁରୂପରେ ଉପମାନ ଭୂତ ମେଘରେ ବଳାକାବଳି ବିଶେଷଣ ନ ଥୁବାରୁ ନୃତ୍ଯୁନତା ହେଲା । ଏହି ଉପମା ଉପମେୟ ଦୁହିଙ୍କର ଲିଙ୍ଗ, ବଚନ, କାଳ, ପୁରୁଷ, ବିଧ୍ଯାଦି ଏମାନଙ୍କର ଭେଦ ହେବାରୁ ଯେଉଁ ଦୋଷ, ସେ ଭଗ୍ନ ପ୍ରକ୍ରମତା ଦୋଷର ଅନ୍ତର୍ଭୁକ୍ତ । ଲିଙ୍ଗଭେଦ - ଯଥା, ସୁଧୋବ ଧବଳ ଶୂଦ୍ର୫ । ଅତ୍ର ସୁଧା ଶବ୍ଦ ସ୍ତ୍ରୀଲିଙ୍ଗ ଓ ଚନ୍ଦ୍ର ଶବ୍ଦ ପୁଂଲିଙ୍ଗ ହେବାରୁ ଲିଙ୍ଗ ଭେଦ ହେଲା । ବଚନ ଜୋରଦ - ଯଥା, ଜ୍ୟୋଗ୍ଲାଇବ, ଶିତା କୀର୍ତି । ଅତ୍ର ଜ୍ୟୋସ୍ମ8 ବହୁବଚନ ଓ କୀରି ଓ ଏକବଚନ ହେବାରୁ ଭେଦ ହେଲା । କାଳଜୋଦ - ଯଥ!', ସୁଦକ୍ଷିଣା ଦିଲୀପ ଉତ୍ତମ ବେଶକୁ ଧାରଣ କରି ଗମନ କଳା କାଳରେ ହିମ

  • ବିକଟାକ୍ଷର ବନ୍ଧ ।