ପୃଷ୍ଠା:Alankara Bodhodaya.pdf/୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୦
ସୂଚୀପତ୍ର
 


ନିହତାର୍ଥତା ଓ ଅପ୍ରଯୁକ୍ତତା ଏ ଦୁହେଁ ଶ୍ଳେଷାଦିରେ ଅଦୋଷ, ବକ୍ତା ଓ ବାଚ୍ୟ ଏ ଦୁହେଁ ସ୍ପଷ୍ଟସ୍ଥଳେ ଅପ୍ରତୀତ୍ୱ ଗୁଣ, ଆପଣାଦ୍ୱାରା ପରାମୃଷ୍ଟସ୍ଥଳେ ଅପ୍ରତୀତ୍ୱ ଗୁଣ, ପୁନରୁକ୍ତତା ଗୁଣ, ବୈୟାକରଣ ବକ୍ତାରେ କଷ୍ଟତ୍ୱ ଗୁଣ, ବୈୟାକରଣ ବାକ୍ୟାର୍ଥରେ ଦୁଃଶ୍ରବତ୍ୱ ଗୁଣ, ଅଧମୋକ୍ତିରେ ଗ୍ରାମ୍ୟତ୍ୱ ଗୁଣ, ନିର୍ହେତୁତା, ଖ୍ୟାତାର୍ଥରେ ଗୁଣ, କବିମାନଙ୍କର ବ୍ୟବହାରରେ ଖ୍ୟାତିବିରୁଦ୍ଧ ଗୁଣ, ଧନୁର୍ଜ୍ୟାଦି ଶବ୍ଦରେ ପୁନରୁକ୍ତି ଗୁଣ, ଆନନ୍ଦାଦି ଉକ୍ତିରେ ନ୍ୟୂନପଦତା ଗୁଣ, ନ୍ୟୂନପଦତା କୌଣସିଠାରେ ଅଦୋଷ ଓ ଅଗୁଣ, ଅଧିକ ପଦତାଗୁଣ, ପୁନରାତ୍ତତା କୌଣସିଠାରେ ଅଦୋଷ ଓ ଅଗୁଣ, ବାକ୍ୟ ମଧ୍ୟ ପ୍ରବିଷ୍ଟ ଗର୍ଭିତତା ଦୋଷ ବାକ୍ୟାର୍ଥ ପୁଷ୍ଟସ୍ଥଳେ ଗୁଣ, ପତତି ପ୍ରକର୍ଷତା, କୌଣସି ସ୍ଥଳରେ ଗୁଣ, ଅନୁଭାବାଦି ଦ୍ୱାରା ରଚନାର ଅନୁଚିତସ୍ଥଳେ ବ୍ୟଭିଚାରୀମାନେ ସ୍ୱଶବ୍ଦବାଚ୍ୟତା ଦୋଷରେ ଅଦୂଷିତ, ବ୍ୟଭିଚାରୀମାନେ ଯାହା ସହିତରେ ବିରୁଦ୍ଧ ହୋଇଥିବେ ତାକୁ ବାଧ୍ୟ କରି କହିଲେ ଗୁଣ ହେବେ । ଦୁଃଶ୍ରବତ୍ୱାଦିମାନଙ୍କର ଅନୁକରଣ ବର୍ଣ୍ଣନରେ ଅଦୋଷ ।

(୫) ପଞ୍ଚମ ପରିଚ୍ଛେଦ : ୧୨୭
(ଗୁଣ ନିରୂପଣ)
ଗୁଣ ନିରୂପଣ, ମାଧୁର୍ଯ୍ୟ ଗୁଣ, ଓଜ ଗୁଣ, ପ୍ରସାଦ ଗୁଣ ।
(୬) ଷଷ୍ଠ ପରିଚ୍ଛେଦ : ୧୨୮
(ଅଳଙ୍କାର ନିରୂପଣ)
ଶବ୍ଦାଳଙ୍କାର - ପୁନରୁକ୍ତବଦାଭାସ, ବୁତ୍ତ୍ୟନୁପ୍ରାସ, ଛେକାନୁପ୍ରାସ, ଲାଟାନୁପ୍ରାସ,
ଯମକ, ବକ୍ରୋକ୍ତି, ଜାକୁ ବକ୍ରୋକ୍ତି, ଭାଷାସମ, ଅଭଙ୍ଗ ଶ୍ଳେଷ,
ସଭଙ୍ଗ, ଶ୍ଳେଷ, ଭଙ୍ଗାଭଙ୍ଗ ଶ୍ଳେଷ, ଚୂତାକ୍ଷର, ଦତ୍ତାକ୍ଷର, ଚୂତଦତ୍ତାକ୍ଷର
ଅର୍ଥାଳଙ୍କାର- ଉପମାଳଙ୍କାର, ଅନନ୍ୱୟାନଂ, ଉପମେୟୋପମାଳଂ, ପ୍ରତୀପାଳଂ,
ରୂପକାଳଂ, ପରିଣାମାଳଂ, ଉଲ୍ଲେଖାଳଂ, ସ୍ମରଣାଳଂ, ଭ୍ରାନ୍ତିମଦଳଂ, ସନ୍ଦେହାଳଂ, ଅପ‌ହ୍ନୁତ୍ୟଳଂ,
ଉତ୍‌ପ୍ରେକ୍ଷା, ଅତିଶୟୋକ୍ତି, ତୁଲ୍ୟଯୋଗିତା, ଦୀପକାଳଂ, ପ୍ରତିବସ୍ତୁପମାଳଂ, ଦୃଷ୍ଟାନ୍ତାଳଂ,
ନିଦର୍ଶନାଳଂ, ବ୍ୟତିରେକାଳଂ, ସହୋକ୍ତିଅଳଂ, ବିନୋକ୍ତିଅଳଂ, ସମାସୋକ୍ତି ଅଜଂ,
ପରିକରାଳଂ, ପରିକରାଙ୍କୁରାଳଂ, ଅପ୍ରସ୍ତୁତ ପ୍ରଶଂସାଳଂ, ପ୍ରସ୍ତୁତାଙ୍କୁରାଳଂ,