ପୃଷ୍ଠା:Alankara Bodhodaya.pdf/୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବାସୁଦେବ ଗ୍ରନ୍ଥାବଳୀ
୮୧
 
ପର୍ଯ୍ୟାୟୋକ୍ତି ଅଳଂ, ବ୍ୟାଜସ୍ତୁତି ଅଳଂ, ଆକ୍ଷେପାଳଂ, ବିରୋଧା ଭାସାଳଂ,
ବିଭାବ ନାଳଂ, ବିଶେଷୋକ୍ତ୍ୟଳଂ ଅସମ୍ଭବାଳଂ, ଅସଙ୍ଗତି ଅଳଂ, ବିଷମାଳଂ, ସମାଳଂ,
ବିଚିତ୍ରାଳଂ, ଅଧିକାଳଂ, ଅଳ୍ପାଳଂ, ଅନ୍ୟୋନ୍ୟାଳଂ, ବିଶେଷାଳଂ, ବ୍ୟାଘାତାଳଂ, କାରଣମାଳଂ,
ଏକାବଳା ଅଳଂ, ମାଳଦୀପକାଳଂ, ସାରାଳଂ, ଯଥାସଂଖ୍ୟାଳଂ, ପର୍ଯ୍ୟାୟାଳଂ, ପରିବୃତ୍ତ୍ୟଳଂ,
ପରିସଂଖ୍ୟାଳଂ, ବିକଳ୍ପାଳଂ, ସମୁଚ୍ଚୟାଳଂ, ସମାଧିଅଳଂ, ପ୍ରତ୍ୟନିକାଳଂ, କାବ୍ୟାର୍ଥାପତ୍ତ୍ୟଳଂ,
କାବ୍ୟଲିଙ୍ଗାଳଂ, ଅର୍ଥାନ୍ତର ନ୍ୟାସାଳଂ, ବିକସ୍ୱରାଳଂ, ପ୍ରୋଢ଼ୋକ୍ତ୍ୟଳଂ, ସମ୍ଭାବନାଳଂ, ମିଥ୍ୟାଧ୍ୟବସିତାଳଂ,
ଲଳିତାଳଂ,ପ୍ରତ୍ୱର୍ଷଣାଳଂ, ବିଷାଦାଳଂ, ଉଲ୍ଲାସାଳଂ, ଅବଜ୍ଞାଳଂ, ଅନୁଜ୍ଞାଳଂ, ଲୋଳଂ, ତଦ୍‌ଗୁଣାଳଂ,
ପୂର୍ବରୂପାଳଂ, ଅତଦ୍‌ଗୁଣାଳଂ, ଅନୁଗୁଣାଳଂ, ମିଳିତାଳଂ, ସମାନ୍ୟାଳଂ, ଉତ୍ନୀଳିତାଳଂ ବିଶେଷକାଳଂ,
(୭) ସପ୍ତମ ପରିଚ୍ଛେଦ : ୧୫୦
(ଧ୍ୱନି ନିରୂପଣ)
ଧ୍ୱନି ନିରୂପଣ, ଅର୍ଥାନ୍ତର ସଂକ୍ରମିତ ବାଚ୍ୟଧ୍ୱନି, ଅତ୍ୟନ୍ତ ତିରସ୍କୃତ ବାଚ୍ୟଧ୍ୱନି, ସଂଲକ୍ଷକ୍ରମ୍ୟ ବ୍ୟଙ୍ଗ୍ୟ,
ବସ୍ତୁରୂପ ଶବ୍ଦଶକ୍ତ୍ୟୁଦ୍ଭବ, ଅହଂକାରରୂପ ଶବ୍ଦଶକ୍ତ୍ୟୁଦ୍ଭବ, ସ୍ୱତଃସମ୍ଭବୀ ବସ୍ତୁଦ୍ୱାରା ବସ୍ତୁଧ୍ୱନି, ଅଳଙ୍କାରଧ୍ୱନି,
ସ୍ୱତଃସମ୍ଭବୀ ଅଳଙ୍କାରଦ୍ୱାରା ବସ୍ତୁଧ୍ୱନି, ଅଳଙ୍କାର ଧ୍ୱନି, କବିପୌଢୋକ୍ତି ସିଦ୍ଧ ବସ୍ତୁଦ୍ୱାରା ବସ୍ତୁଧ୍ୱନି,
ଅଳଙ୍କାରଧ୍ୱନି, କବିପୌଢ଼ୋକ୍ତି ସିଦ୍ଧ ଅଳଙ୍କାର ଦ୍ୱାରା ବସ୍ତୁଧ୍ୱନି, ଅଳଙ୍କାର ଧ୍ୱନି, କବିନିବଦ୍ଧ
ବସ୍ତୁଦ୍ୱାରା ବସ୍ତୁଧ୍ୱନି, ଅଳଙ୍କାର ଧ୍ୱନି କବିନିବଦ୍ଧ ଅଳଙ୍କାର ଦ୍ୱାରା ବସ୍ତୁଧ୍ୱନି, ଅଳଙ୍କାର ଧ୍ୱନି,
ଉଭୟ ଶକ୍ତ୍ୟୁଦ୍ଭବଧ୍ୱନି ଧ୍ୱନି ୫୩୫୫ ପ୍ରକାର
ଗୁଣୀଭୁତ ବ୍ୟଙ୍ଗ୍ୟ- ଇତରାଙ୍ଗ ଗୁଣୀଭୁତ, କାକ୍ୱାକ୍ଷିପ୍ତ,ବାଚ୍ୟସିଦ୍ଧ୍ୟଙ୍ଗ, ସନ୍ଦିଗ୍ଧ ପ୍ରାଧାନ୍ୟ, ତୁଲ୍ୟ
ପ୍ରାଧାନ୍ୟ, ଅସ୍ଫୁଟ, ଅଗୂଢ଼, ଅସୁନ୍ଦର ।