ପୃଷ୍ଠା:Alankara Bodhodaya.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଭ୍ରାନ୍ତିମ ଦଳୀ - ଯଥା, ଏହି ମତ୍ତ ମଧୁପ ତୁମ୍ବା ମୁଖକୁ ପଙ୍କଜ ବିଚାରି ନିଜଟରେ ଭ୍ରମୁଅଛି । ସନ୍ଦେହାଳୀ - ଯଥା, ଏ ମୁଖ ପଙ୍କଜ କି ଚନ୍ଦ୍ର ? ଏହା ନିର୍ଣ୍ଣୟ କରିବା ଆମ୍ବ ବୃଦ୍ଧିର ଅଗମ୍ୟ । ନିଶ୍ଚୟାନ୍ତ ସନ୍ଦେହାଙ୍କ - ଯଥା, କବିତାବଳୀ ୫୪ ପୃଷ୍ଠା ଆକାରେ ତରଙ୍ଗ ସମ ଅଜଗର ଗଣ, ବାହାରି ଅଛନ୍ତି ପିଇବାକୁ ସମୀରଣ । ଦୂରକରେ, ଫଣାମଣି, ତରଙ୍ଗର ଭ୍ରାନ୍ତି, ରବିକର ଯୋଗୁଁ ଯାର ବଢ଼ିଅଛି କାନ୍ତି । ଅତ୍ର ଫଣା ମଣିଦ୍ବାରା ଅଜଗର ନିଶ୍ଚୟ ହେବାରୁ ତରଙ୍ଗ ସନ୍ଦେହର ନିବୃତ୍ତି ଜୋହଳା । ଶୁଦ୍ଧ ପହୁ ତ୍ୟାଳ° - ଅନ୍ୟର ଆରୋପ ନିମିତ୍ତରେ ଅନ୍ୟ ତସ୍ଥ ଦୃଶ ବ୍ୟକ୍ତିର ମିଥ୍ୟାତ୍ମ କରଣକୁ - ଯଥା, ଏ। ଚନ୍ଦ୍ର ନୁହନ୍ତି, କିନ୍ତୁ ଆକାଶଗଙ୍ଗାର ସରୋରୁହ । ହେତୃପହୁ ତ୍ୟନଂ - ସେହି ପୁର୍ବେକ୍ତ ଅପହୃତି ଯେବେ ଯୁକ୍ତ ପୂର୍ବକ ହୁଏ - ଜଣେ ଚନ୍ଦ୍ରଙ୍କୁ କହୁଅଛି । ଯଥା, ଏ ତୀବ୍ର ହୋଇଥୁବାରୁ ଚନ୍ଦ୍ର ନୁହନ୍ତି, ଏବଂଚ, ନିଶାରେ ଉଦିତ ହୋଇଥୁବାରୁ ସୂର୍ଯ୍ୟ ନୁହନ୍ତି, କିନ୍ତୁ ସମୁଦ୍ରରୁ ବଡ଼ବାନଳ। ଉଜ୍ଜିତ ହୋଇଅଛି । ପର୍ଯ୍ୟସ୍ତାପହୁ ତ୍ୟାଳୀ - ଅନ୍ୟ ଧର୍ମ ଅନ୍ୟଠାରେ ଆରୋପଣ କରିବା ନିମିତ୍ତ ଯେବେ ଅପହୁତ (ମିଥ୍ୟାତ୍ମ) ଦ୍ବାରା ନିରାକରଣ କରାଯାଏ - ଯଥା, ଏ ସୁଧା°ଶୁ ନୁହେ, ରାମଚନ୍ଦ୍ରଙ୍କର ମୁଖ ଏକା ସୁଧା°ଶୁ । ଅତ୍ର ରାମଚନ୍ଦ୍ରଙ୍କ ମୁଖରେ ଚନ୍ଦ୍ରଧର୍ମର ଆରୋପଣ ନିମିତ୍ତ ଚନ୍ଦ୍ରତ୍ନର ମିଥ୍ୟାଡ଼୍ କଥାନ ଜୋହଳା ! ଭ୍ରାନ୍ତାପହ୍ନୁ ତ୍ୟାଳ° - ଅନ୍ୟ ଶଙ୍କାରେ ଯେଉଁ ଭ୍ରାନ୍ତି ହୁଏ ତାହାର ନିବାରଣ ବିଷୟରେ ଅନ୍ୟର ମିଥ୍ୟାତ୍ମ କଥନକୁ - ଯଥା ଜଣେ କହିଲା ଦୁଇପାଖରେ ପୁଚ୍ଛଅବା କିପରି ମହିଷ ଏ ? ଅନ୍ୟ ଜଣେ କହିଲା ଏ କରି କଲଭ, ଏହାର ଅଗ୍ରଭାଗରେ ଶୁଣ୍ଡା ଦଣ୍ଡ ପ୍ରକାଶ ହୋଇଅଛି, ପୁଚ୍ଛ ନୁହେଁ । *ଛେକାପହ୍ନୁ ତ୍ୟନଂ - ଅନ୍ୟ ଶଙ୍କାରୁ ତଥ୍ୟର ଅପହୁତି ହେଲେ - ଯଥା, ଜହ୍ନି, ମୋ ପାଦରେ ଲାଗି ଅଛି କାନ୍ତ କି ? ସଖୀ କହିଲା ନା ନୁପୁର । ଚତୁର