ପୃଷ୍ଠା:Alankara Bodhodaya.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପୂର୍ବରୂପାଳୀ - ସ୍ବଗୁଣତ୍ଯାଗାନନ୍ତର ପୁନଃ ସ୍ବଗୁଣ ପ୍ରାପ୍ତିକୁ - ଯଥା, ହରକଣ୍ଟକାନ୍ତି ଦ୍ବାରା ଲିପ୍ତ ହେଲେ ମଧ୍ୟ ଶେଷଦେବ ତୁମ୍ଭ ଯଶଦ୍ବାରା ପୁନଃଶୁକ୍ଳ ଜୋହାଜୋଲ 1 ୨ୟ ପୂର୍ବରୁଯାଳୀ - ବିକୃତ ଦ୍ରବ୍ୟର ପୂର୍ବାବସ୍ଥାଲାଭକୁ - ଯଥା, ଦୀପ ନିର୍ବାପିତ ହେଲେ ମଧ୍ୟ କାଞ୍ଚ ରତ୍ବଦ୍ବାରା ମହତ୍ ପ୍ରକାଶ (ଆଲୋକ) ଅତଦ୍ଗୁଣାଳଙ୍କ - ଅନ୍ୟ ସଂସଗୀ ବ୍ୟକ୍ତି ଗୁଣର ଅନଙ୍ଗୀକାରକୁ - ଯଥା, ଚିରକାଳାନୁରାଗୀ ମୋ ଚିରରେ ନିହିତ ହେଲେ ମଧ୍ୟ ତୁ ରକ୍ତ' ହେଉନାହୁଁ ? ଅନୁଗୁଣାଳୀ - ପରସନିଧାରୁ ପୂର୍ବ ସିଦ୍ଧ ସ୍ବଗୁଣୋତ୍କର୍ଷକୁ - ଯଥା, ନୀଳୋତ୍ପଳମାନେ, କଟାକ୍ଷଦ୍ବାରା ଅତି ନୀକ ହେଲେ । ମିଳିତାଳୀ - ସାଦୃଶ୍ୟ ହେତୁରୁ ଭେଦର ଅଦର୍ଶନକୁ - ଯଥା, ସହଜୀରୁଣ ଚରଣରେ ଲାକ୍ଷାରସ ଦୃଷ୍ଟ ନୋହିଲା । ସାମାନ୍ୟାନଂ - ସାଦୃଶ୍ଯ ଦ୍ବାରା ଭେଦର ଅଦର୍ଶନକୁ - ଯଥା, ପଦ୍ମକର (ପୁଷ୍କରିଣୀ) ମଧଗତ ସ୍ତ୍ରୀମାନଙ୍କ ମୁଖ ଦୃଶ୍ଯ ସେନାହିଲା । ଉନ୍ମାଳିତାଳୀ - ଭେଦ ସ୍ଫୁର୍ତ୍ତିକି - ଯଥା, ଆପଣଙ୍କ ଯଶରେ ଶ୍ୱେତବର୍ଣ୍ଣ ହିମାଦ୍ରି ମଗ୍ନ ହେବାରୁ ଜ୍ଞାତ ସେନାହିଲା; କେବଳ ଶୀତ ଗୁଣରୁ ଜଣାପଡ଼ିଲା । ବିଶେଷ କାଳୀ - ବୈଶିଷ୍ଟା ସୂର୍ତ୍ତିକି - ଯଥା, କାକ୫ କୃଷ୍ଣ8 ପିକ୫ କୃଷ୍ଣ8 କୋଭେଦ୫ ପିକ କାକୟୋ!8 | ବସନ୍ତ କାଳେ ସଂପ୍ରାଦେୟ କାକ୫ କାକ୫ ପିକ୫ ପିକ8 | ଚିତ୍ରୋତ୍ତରାଳୀ - ପ୍ରଶ୍ଳୋତ୍ତର ଦୁହିଙ୍କର ଅଭେଦ ଉତ୍ତରକୁ - ଯଥା, କା କାଳୀ କା ମଧୁରା କା ଶୀତଳ ବାହିନୀ ଗଙ୍ଗା କଂ ସଂଜଘାନ କୃଷ୍ଣ କଂ ବଳବନ୍ତୀ ନବାଧତେ ଶୀତଃ । ସ୍ବଭାବେ କ୍ତବ୍ଯବଂ - ଜାତୃବ୍ଯାଦିର ସ୍ବଭାବ ବର୍ଣ୍ଣନକୁ - ଯଥା, କୁରଙ୍ଗମାନେ ଚଞ୍ଚଳ ସେନ ତ୍ର ଓ ସ୍ତନ୍ଥକର୍ଣ୍ଣ ହୋଇ ଦେଖୁଅଛନ୍ତି । ଅତ୍ଯୁକ୍ତି ଅଳଂ -- ଅଭୂତ ଓ ଅତଥ୍ୟ ଓ ଶୋର୍ଯ୍ୟ ଓ ଔଦାର୍ଯ୍ୟାଦି ବର୍ଣ୍ଣନକୁ ଅତ୍ଯୁକ୍ତି ଅଳଂକାର ବୋଲି । ” ରକ୍ତ ଶବ୍ଦ ପକ୍ଷେ ରକ୍ତବର୍ଣ୍ଣ, ପକ୍ଷେ ସ୍ନେହଯୁକ୍ତ ।