ପୃଷ୍ଠା:Ama Deha (BB Patnaik 1940) o.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୬
ଆମ ଦେହ

ଦେହର ଉତ୍ତାପ ରକ୍ଷାକରୁଁ, ଚମଦ୍ୱାରା ମଧ୍ୟ ସେହିପରି ଦେହର ଅନେକ ଉତ୍ତାପ ରକ୍ଷା ହୁଏ । ଏହା ଭଗବାନଙ୍କ ଦିଆ ଆମର ପ୍ରାକୃତିକ ପୋଷାକ ।

ପଞ୍ଚେନ୍ଦ୍ରିୟ କଥା କିଛି କିଛି କୁହାଗଲା । ବର୍ତ୍ତମାନ ଦେହର ଆଉ କେତୋଟି ଯନ୍ତ୍ର ବିଷୟରେ ଦୁଇ ଚାରି କଥା କୁହାଯାଉ ଅଛି ।