ପୃଷ୍ଠା:Ama Deha (BB Patnaik 1940) o.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ତ୍ରୀଲୋକର ବସ୍ତି ଦେଶ ଯଦି କରତଦ୍ୱାରା ମଝିରୁ କମ୍ବମାର୍ଟରେ ଦୁଇଭାଗ କରିଦିଆଯିବ, ତେବେ ଏହିପରି ଦେଖାଯିବ ।

୧| ଜରାୟୁ ଓ ମଳକୋଷ ମଧ୍ୟବର୍ତ୍ତୀ ସ୍ଥାନ । ୨| ମଳଦ୍ୱାର । ୩| ଜରାୟୁଗ୍ରୀବା ଆଗରେ ଥିବା ରନ୍ଧ୍ର । ୪| ତ୍ରିକାସ୍ଥି (Sacrum) । ୫| ଅନୁତ୍ରିକାସ୍ଥି (Coccyx) । ୬| ଜରାୟୁ ଓ ମୁତ୍ରଶୟ ମଧ୍ୟବର୍ତ୍ତୀ ସ୍ଥାନ । ୭| ମୂତ୍ରନାଳୀ ।