ପୃଷ୍ଠା:Ama Deha (BB Patnaik 1940) o.pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୧୧
ଆମଦେହ

ହୋଇଯାଏ । ଏହି ସମୟରେ ସ୍ତ୍ରୀ ଗର୍ଭବତୀ ହୋଇ ପାରେ । ଋତୁ ଦେଖା ହେବା ପୂର୍ବରୁ କିମ୍ବା ବନ୍ଦ ହେବା ପରେ ଆଉ ଗର୍ଭ ସଞ୍ଚାର ହୁଏ ନାହିଁ । ଗର୍ଭ ସମୟରେ ଏବଂ ଛୁଆ ଜନ୍ମ ହେଲା ପରେ ଯେତେଦିନ ଦୁଧ ଖାଉଥାଏ, ସେ ସମୟରେ ଋତୁ ହୁଏ ନାହିଁ ।