ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯
ଆମ ଦେହ
| ୯ । | ଭାସମାନ ପର୍ଶୁକା |
| ୧୦ । | ଚକ୍ରଦଣ୍ତାସ୍ଥି (Radius) |
| ୧୧ । | କଫୋଶି ଅସ୍ଥି (Ulna) |
| ୧୨ । | ବିଟପାସ୍ଥି ( Os pubis ) |
| ୧୩ । | ବଙ୍କ୍ଷଣାସ୍ଥି( Ischeum ) |
| ୧୪ । | ଊର୍ବ୍ଦସ୍ଥି (Femur) |
| ୧୫ । | ଜାନୁସନ୍ଧ୍ୟିସ୍ଥି (Patella) |
| ୧୬ । | ଦ୍ୱିତୀୟ ଗୁଳ୍ଫାସ୍ଥି (Talus) |
| ୧୭ । | ପଦତଳାସ୍ଥି (Metatarsal bones) |
| ୧୮ । | ପ୍ରଥମ ଗୁଳ୍ଫାସ୍ଥି (Calcarius) |
| ୧୯ । | ଅଗ୍ର ଜଙ୍ଘାସ୍ଥି (Tibia) |
| ୨୦ । | ପାଦବନ୍ଧାସ୍ଥି (Fibula) |
| ୨୧ । | କରଭାସ୍ଥି (Metacarpal bones) |
| ୨୨ । | ମଣିବନ୍ଧାସ୍ଥି (Carpal bones) |
| ୨୩ । | ଊର୍ବ୍ଦସ୍ଥିର ଗ୍ରୀବା |
| ୨୪ । | ଊର୍ବ୍ଦସ୍ଥିର ମସ୍ତକ |
| ୨୫ । | ତ୍ରିକାସ୍ଥି (Sacrum) । ଏହା ତଳକୁ ଅନୁତ୍ରିକାସ୍ଥି (Coccyx) ରହିଅଛି । |
| ୨୬ । | କଟିଦେଶର ଶେଷ କଶେରୁକା |
| ୨୭ । | କଟ୍ୟସ୍ଥି (Ilium) |
| ୨୮ । | ଅଂସଫଳକାସ୍ଥି (Scapula) |
| ୨୯ । | ଅକ୍ଷକାସ୍ଥ (Clavicle) |
| ୩୦ । | ଗ୍ରୀବାଦେଶର କଶେରୁକା (Cervical Vertebra) |
| ୩୧ । | ହନ୍ୱସ୍ଥି (Zygomatic Bone) |