ପୃଷ୍ଠା:Ama Deha (BB Patnaik 1940) o.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗନ୍ଧ ବାରି ପାରୁଁ, ଆଉ ଦୂଷିତ ପବନ ପ୍ରାୟ ଗନ୍ଧ କରେ; ଏହି ହେତୁରୁ ନାକବାଟେ ନିଃଶ୍ୱାସ ନେଲାବେଳେ ଯଦି ପବନରେ; କିଛି ଖରାପ ଜିନିଷ ଥାଏ, ତାହା ଆମେ ଗନ୍ଧରୁ ଜାଣିପାରୁଁ । ଏହା ଛଡ଼ା ଅନୁନାସିକ ଶବ୍ଦସବୁ ନାକଦ୍ୱାରା ଉଚ୍ଚାରିତ ହୁଅନ୍ତି ।

୧। କଣ୍ଠନାଳୀ (Larynx)
୨। ଶ୍ୱାସନାଳୀ (Trachea)
୩। ଫୁସ୍‌ଫୁସ୍ (Lungs)

ଗଳକକ୍ଷ (Pharynx):- ନାସାରନ୍ଧ୍ର ଯାଇ ଗଳକକ୍ଷରେ ମିଳିଛି । ଗଳକକ୍ଷ ବିଷୟ ଆଗରୁ କୁହାଯାଇଛି ।