ପୃଷ୍ଠା:Ama Deha (BB Patnaik 1940) o.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୭୨
ଆମ ଦେହ

କାର୍ଯ୍ୟ । ମୁଣ୍ଡର ଖପୁରି ଭିତରେ ମସ୍ତିଷ୍କ (Brain) ରହିଅଛି । ମସ୍ତିଷ୍କ ଦୁଇଭାଗରେ ବିଭକ୍ତ । ଉପର ଓ ଆଗପଟ ଭାଗଟା ବଡ଼;

୧। ମସ୍ତିଷ୍କ‌କୁ ଘୋଡ଼ାଇ ରଖିଥିବା ଝିଲ୍ଲି ନିର୍ମିତ ପଦ ।
୨। ଅନୁ ମସ୍ତିଷ୍କ ।
୩। କଶେରୋକାର ପଶ୍ଚାତ୍ ଭାଗ ।
୪। କଶେରୁକାର ପିଣ୍ଡ (Body of Vertebra)
୫। ସୁଷୁମ୍ନା କାଣ୍ତର ଆରମ୍ଭ ।
୬। ସୁଷୁମ୍ନା କାଣ୍ଡ ।