ପୃଷ୍ଠା:Amari jatir agua neta.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେହଟି ପଡି ରହିଛି । ପ୍ରାଣ ପକ୍ଷୀଟି ପଞ୍ଜୁରୀଟିରି ଉଡି ଯାଇଛି। ଅସୁରଗଡର ମେଘନାଦ ପାଚିରୀ ତାକୁ ଅଟକାଇ ପାରି ନାହିଁ ।

ବୀର ସୁରେନ୍ଦ୍ର ସାଏ ଚାଲିଗଲେ ସିନା, ସ୍ୱାଧୀନ ଦେଶବାସୀମାନେ ତାଙ୍କୁ ଭୁଲି ପାରିବେ ନାହିଁ। ସବୁ ଦିନ ପାଇଁ ସେ ଅମର ହୋଇ ରହିବେ ।