Jump to content

ପୃଷ୍ଠା:Amari matir amar shaheed.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେମାଙ୍କ ପାଖରେ ପ୍ରଥମରୁ ଦେଶୀ କିୱହି ତୋପ-କମାଣ ଓ ଗୁଳିଗୁଳା ନଥିଲା। କିନ୍ତୁ ଏବେ ସେସବୁର ଅଭାବ ରହିଲା ନାହିଁ।

ହେଲା ଠିକ ସେତିକିବେଳେ ଜର୍ମାନୀ ଓ ଜାପାନ ଯୁଦ୍ଧରେ ହତି ଗଲେ। ଅଜାଦ୍ଦ ହିନ୍ଦ୍ ଫୁଜ ସେମାନ ଠାରୁ କିଛି ସାହାଯ୍ଯ ସ ହଯୋଗ ପାଇଲେ ନାହିଁ। ପୁଣି ଭାରତର ସେହି ଅଞ୍ଚଳ ପାହାଡ଼ଜଙ୍ଗଲ ପରିପୁର୍ଣ୍ଣ ଆଉ ସେଠାରେ ବର୍ଷାଋତୁ ଅଧୀକ କାଳସ୍ଥାଇ। ସେତେବେଳେ ବର୍ଷାଋତୁ ଆରମ୍ଭ ହୋଇ ପ୍ରବଳ ବର୍ଷା ଲାଗିରହିଲା। ନ୍ତ୍ରମେ ଖାଦ୍ଯ ଓ ହାଥତିହାରର ଅଭାବ ପଡ଼ିଲା। ପାଗ ଖରାଫ ହେଲା ବେଳକୁ ଇଁରେଜ ସୈନ୍ଯମାନଙ୍କର ପ୍ରତି ଆକ୍ରମଣ ଆରମ୍ଭ ହୋଇଗଲା।ଅନେକ ଆଜାହିନ୍ଦ୍ ସୈନ୍ଯମସଙ୍କ ହାତରେ ବନ୍ଦୀ ହେଲେ। ତେଣୁ ସୁବାଷ ବୋଷ ବାଧ୍ଯ ହୋଇ ଫୁଜର ସନ୍ଯମାନ ଙ୍କୁ ପଛକୁ ହଟି ଆସିବାକୁ ନିର୍ଦ୍ଦେଶ ଦେଲେ।

ଆଜଦ ହିନ୍ଦ୍ ଫୁଜ ସୁଯୋଗ ଅସିବା ଅପେକ୍ଷାରେ ଥା'ନ୍ତି। କିନ୍ତୁ ଦୁର୍ଯୋଗ ହିଁ ଆସିଲା। ଆମେରିକା ସୈନ୍ଯ ଓ ସୈନ୍ଯମାନେ ମିଳି ଏକାଠି ବ୍ରହ୍ମଦେଶ ଉପରେ ଅନ୍ତ୍ରମଣ କଲେ। ଜାପାନୀ ସୈନ୍ଯ ମାନେ ଏଥୀରେ ଛିନ୍ନକ୍ଛନ୍ତ୍ର ହୋଇଗଲେ। ତେଣୁ ଜାପାନି ମାନଙ୍କ ଠାରୁ ଯେଉଁ ସାହାଯ୍ଯ ଅଶା କରିଥିଲେ, ତାହା ମିଳିଲା ନାହିଁ। ସବୁ ଆଡ଼ୁ ପ୍ରତିକୂଳପରିପ୍ରତିର ସମ୍ମୁଖୀନ ହୋଇ ନେତାଜୀ ସୁବାଷ ଦିଲ୍ଲୀ ଚାଲ ଅଭିଯାନ ବନ୍ଦ କାରିବାକୁ ବଧ୍ଯ ହେଲେ। କିନ୍ତୁ ସେ ନିରାଶ ହୋଇ ପସିନଥିଲେ। ମନରେ ତାଙ୍କର ଉଚ୍ଛଳ ଆଶା ଓ ସ୍ୱାଧୀନତାର ନିଶା ସେମିତି ଭରି ରହିଥିଲା।

୧୯୪୫ ମସିହା ଅଗଷ୍ଟ ମାସ ୧୫ ତାରିଖ ।ଅଜାଦ ହିନ୍ଦ୍ ଫୁଜର ସୈନ୍ଯମାଙ୍କୁ ଉଦ୍ବଦୋନ ଶୁଣାଇ ଖିଥିଲେ- ଆମର ପ୍ରଥମ ଚେଷ୍ଟା ବିପଳ ହୋଇଥିଲେ ହେଁ ତାହା ଆମର ଶେଷ ଚେଷ୍ଟା ନୁହେଁ। ଆମଙ୍କୁ ପୁଣି ଥରେ ଚେଷ୍ଟା କରିବାକୁ ସଫଳ ହେବ। ଭାରତମାତା ସ୍ୱାଧିନ ହେବ। ସେଦିନ ଆଉ ବେଶୀଦୂର ନୁହେଁ, ଅତି ନିକଟ। ହେ ବୀର ସେନ୍ଯଗଣ, କଳ୍ପନାର ଆଖୀ ମେଲି ସେହି ପବିନ୍ତ୍ର ଦିନତିକୁ ଦେଖ। ଦିଲ୍ଲୀର ଜାତିୟ ଭବନରେ ସେଦିନ ଭାରତର ସ୍ୱାଧିନ ନ୍ତ୍ରି ରଙ୍ଗ- ପତାକା ଫର ଫର ହୋଇ ଉଡ଼ିବ। ଐତିହାସିକ