ପୃଷ୍ଠା:Arkakshetra konark.pdf/୧୦୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜଗମୋହନର ଏଲିଭେସନ୍‍ ଟାଣିବା ପୂର୍ବରୁ ଆଉ ଗୋଟିଏ ପନ୍ଥା ଅନୁସରଣ କରାଗଲା । ବିଶନ୍‍ ସ୍ୱରୂପ ଯିଏ ୧୯୦୦ ମସିହାର ବିରାଟ ସଂରକ୍ଷଣ କାର୍ଯ୍ୟ ସହିତ ଜଡ଼ିତ ଥିଲେ ସେ ଅନେକଗୁଡ଼ିଏ ମାପ ନେଇଥିଲେ । ପଣ୍ଡିତ କୃପାସିନ୍ଧୁ, ଯିଏ ମୁଖ୍ୟତଃ ଗାଙ୍ଗୁଲୀଙ୍କୁ ଅନୁସରଣ କରିଛନ୍ତି ସେ ମଧ୍ୟ କେତେକ ଭି ୍ନ ମାପ ଦେଇଛନ୍ତି । କେତେଗୁଡ଼ିଏ ମାପ ଆସୁଛି ପୃଷ୍ଠା ୧୧୨ ଓ ୧୧୪ରେ କରାଯାଇଥିବା ଆକଳନରୁ । ମାପଗୁଡ଼ିକ ସାରଣୀରେ ସଜାଗଲା । ୮ ନମ୍ବର ସାରଣୀରେ ଆଜଐର ଦୁଇଟି ନକ୍‍ସାରୁ ମାପ ଓ କରୁଣାସାଗର ପ୍ରଦତ୍ତ କେତେକ ମାପ ମଧ୍ୟ ଅନ୍ତର୍ଭୁକ୍ତ କରାଗଲା ।

ସାରଣୀ ସଂଖ୍ୟା-୮
ଜଗମୋହନର ମାପ(ବିଭିନ୍ନ ସୂତ୍ରରୁ)

ବିଭାଗ/ଉପବିଭାଗ ASI ୧ମ ନ‌କ୍ସା ASI ୨ୟ ନ‌କ୍ସା ବିଶନ୍ ସ୍ୱରୂପ(ପୃ:୧୬-୨୧) ମନମୋହନ(ପୃ:୪୫୮-୪୬୧) କୃପାସିନ୍ଧୁ ମିଶ୍ର(ପୃ: ୯୫-୯୯) କରୁଣାସାଗର(ପୃ:୧୦୮-୧୧୧) ମନ୍ତବ୍ୟ
ଭିତ୍ତି ଦୈର୍ଘ୍ୟ ୯୩'-୯ ୧/୨" * ୯୪' - - - - ୧୦୮'
ପାଭାଗ ୯'-୨୧/୨" ୭'-୨" ୧୧' ୧୦'-୧୧" ୧୦'-୧୧" - ଗ୍ରହଣୀୟ
ତଳ ଜଙ୍ଘା ୧୦'-୭୧/୨" ୪'-୯୧/୨" ୮'-୯" ୮'-୧୦" ୮'-୧୦" -
ବନ୍ଧନ ୧'-୧୦୧/୨" ୫' ୨'-୬" ୨'-୭୧/୨" '-୭୧/୨" -
ଉପର ଜଙ୍ଘା ୯'-୨୧/୪" ୭'-୩" ୮' ୮'-୧୧/୨" ୮'-୧୧/୨"
ବାରଣ୍ତା ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ବାଡ଼(ଭିତ୍ତିଠାରୁ ବାରଣ୍ତା) ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
୧ମ ପୀଢ଼ (ପୋଟଳ) ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
୧ମ କାନ୍ଥି ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
୨ୟ ପୀଢ଼ (ପୋଟଳ) ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
୨ୟ କାନ୍ଥି ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
୩ୟ ପୀଢ଼ (ପୋଟଳ) ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଗଣ୍ତି (୧ମ ରୁ ୩ୟ ପୀଢ଼) ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
୧ ମ ବେକୀ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଘଣ୍ଟାର ନିମ୍ନ ଭାଗ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଘଣ୍ଟାର ଉପର ଭାଗ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
୨ୟ ବେକୀ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଅମଳା ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ମସ୍ତକ (କଳସ ଛଡ଼ା) ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
(୧ମ ବେକୀରୁ ଅମଳା ଯାଏ) ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ପଦ୍ମ‌ପୃଷ୍ଠଠାରୁ ଉଚ୍ଚତା (ବାଡ଼, ଗଣ୍ତି ଓ ମସ୍ତକ) ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଭୂମିଠାରୁ ପଦ୍ମ‌ପୃଷ୍ଠ * ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ
ଭୂମିଠାରୁ ଉଚ୍ଚତା* ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ ଉଦାହରଣ

୧୦୪ . ଅର୍କକ୍ଷେତ୍ର କୋଣାର୍କ