ପୃଷ୍ଠା:Arkakshetra konark.pdf/୧୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସାରଣୀ ନଂ -୧୫
ଦିକ୍‍ପାଳମାନଙ୍କର ସ୍ଥାନ

ଦିଗପତି କେଉଁଦିଗର ପ୍ରତିଭୂ କେଉଁ ଦିଗରୁ ଦେଖାଯାଉଛି କେଉଁଠାରେ ଅଧିଷ୍ଠାନ* ବାହନ
ଇନ୍ଦ୍ର ପୂର୍ବ ପୂର୍ବ ପୂର୍ବ-ଦକ୍ଷିଣ ଅନର୍ଥ ପାଗ ହସ୍ତୀ
ଅଗ୍ନି ଦକ୍ଷିଣ-ପୂର୍ବ ଦକ୍ଷିଣ ଦକ୍ଷିଣ-ପୂର୍ବ ଅନର୍ଥ ପାଗ ମେଣ୍ଢା
ଯମ ଦକ୍ଷିଣ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଅନର୍ଥ ପାଗ ମହିଷ
ନୈଋତ ଦକ୍ଷିଣ-ପଶ୍ଚିମ ପଶ୍ଚିମ ପଶ୍ଚିମ-ଦକ୍ଷିଣ ଅନର୍ଥ ପାଗ ମନୁଷ୍ୟ ଦେହ
ବରୁଣ ପଶ୍ଚିମ ପଶ୍ଚିମ ପଶ୍ଚିମ-ଉତ୍ତର ଅନର୍ଥ ପାଗ ମଗର
ବାୟୁ ଉତ୍ତର-ପଶ୍ଚିମ ଉତ୍ତର ଉତ୍ତର-ପଶ୍ଚିମ ଅନର୍ଥ ପାଗ ହରିଣ
କୁବେର ଉତ୍ତର ଉତ୍ତର ଉତ୍ତର-ପୂର୍ବ ଅନର୍ଥ ପାଗ ୭ଟି ରତ୍ନକୁମ୍ଭ
ଈଶାନ (ମହାଦେବ) ଉତ୍ତର-ପୂର୍ବ ପୂର୍ବ ପୂର୍ବ-ଉତ୍ତର ଅନର୍ଥ ପାଗ ଷଣ୍ଢ

*ମନ୍ଦିର ଦିଗକୁ ମୁହଁ କରି ଦେଖନ୍ତୁ ।

ମନ୍ଦିର ପରିକ୍ରମା କରିବା ସମୟରେ ବିଷୟଟି ମନରେ ରଖିଲେ ଚିହ୍ନଟ କରିବାରେ ଅସୁବିଧା ହେବ ନାହିଁ । ଅଗ୍ନିପୁରାଣରେ ଦିକ୍‍ପାଳ ବନ୍ଦନା ପାଇଁ ନିମ୍ନୋକ୍ତ ଶ୍ଳୋକଟି ରଚିତ ହୋଇଥିଲା ।

"କୁତ୍‍ମୋଷ୍ୱା ବାହ୍ୟ ଶକ୍ରାଦୀନଂ ପୂର୍ବାଦୌ ପୂଜୟେତ୍‍ କ୍ରମାତ୍‍ ।
ଇନ୍ଦ୍ରାଗଚ୍ଛ ଦେବରାଜ ବଜ୍ରହସ୍ତ ଗଜସ୍ଥିତ ।
ପୂର୍ବଦ୍ୱାରଞ୍ଚ ମେ ରକ୍ଷ ଦେବୈଃ ସହ ନମୋଽସ୍ତୁତେ ।
ତ୍ରାତାରମିନ୍ଦ୍ରମନ୍ତ୍ରେଣ ଅଂଚୟିତ୍ୱା ଯଳେଦ୍ୱୁଧଃ ।
ଆଗଚ୍ଛାଗ୍ନେ ଶକ୍ତିଯୁତ ଛାଗସ୍ଥ ବଳସଂଯୁତା
ରକ୍ଷାଗ୍ନେୟୋ ଦିଂଶ ଦେବୈଃ ପୂଜାଂ ଗୃହ୍ନ ନମୋଽସ୍ତୁତେ ।
ଅଗ୍ନିମୂର୍ଡ୍ୱେତି ମନ୍ତ୍ରେଣ ଯଜେଦ୍ଦା ଅଗ୍ନୟେ ନମଃ ।
ମହିଷସ୍ୟ ସମାଗଚ୍ଛ ଦଣ୍ଡହସ୍ତ ମହାବଳ ।
ରକ୍ଷତ୍ୱଂ ଦକ୍ଷିଣଦ୍ୱାରଂ ବୈବସ୍ୱ ତ ନମୋଽସ୍ତୁତେ ।
ତ୍ରୈବସ୍ୱତଂ ସଙ୍ଗମନ ମିତ୍ୟନେନ ଯଜେତ୍ୱ ଯମମ୍‍ ।
ନୈଋର୍ତାଗଚ୍ଛ ଖଡ଼୍‍ଗାଢ଼୍ୟ ବଳବାହନ ସଂଯୁତ ।
ଈଦମଧ୍ୟଂ ମିଦ୍ୟଂ ପାଦ୍ୟଂ ରକ୍ଷତ୍ୱଂ ନୈଋତୌ ଦିଶମ୍‍ ।
ଏଷ ତେ ନୈଋର୍ତ ଦୂତି ଯଦେଦ୍‍ର୍ଘ୍ୟଦିଭିଃର୍ଗୁରୁଃ ।
ମକରାରୂଢ଼ ବରୁଣ ପାଶହସ୍ତ ମହାବଳ ।
ଆଗଚ୍ଛ ପଶ୍ଚିମ ଦ୍ୱାରଂ ରକ୍ଷ ରକ୍ଷ ନମୋଽସ୍ତୁତେ ।
ଊରୈ ହି ରାଜା ବରୁଣଂ ଯଜେଦ୍‍ଧ୍ୟାଦିତ୍ତିର୍ଗୁରୁଃ ।
ଆଗଚ୍ଛ ବାୟୋ ସବଳ ଧ୍ୱଜହସ୍ତ ସବାହନ ।
ଜାୟମ୍ୟଂ ରକ୍ଷ ଦେବୈସ୍ୱଂ ସମରୁହ୍ନି ନମୋଽସ୍ତୁତେ ।
ବାତ ଇତ୍ୟାଦିଭିଶ୍ଚାର୍ଚ୍ଚେଦୌଂ ନମୋ ବାୟବେଽପି ବା
ଆଗଚ୍ଛ ସୋମ ସବଳ ଗଦାହସ୍ତ ସବାହନ ।"(୨୭୨)

ଅର୍କକ୍ଷେତ୍ର କୋଣାର୍କ . ୧୭୯