ପୃଷ୍ଠା:Asha Tara Dekhiba.pdf/୧୨୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେଉଁ ନକ୍ଷତ୍ର କେଉଁଠି ?

୧. ଅଶ୍ୱିନୀ ମେଷ ୧୦. ମଘା ସିଂହ ୧୯. ମୂଳା ବିଛା
୨. ଭରଣୀ ମେଷ ୧୧. ପୂ.ଫାଲ୍‌ଗୁନୀ ସିଂହ ୨୦. ପୂର୍ବାଷାଢ଼ା ଧନୁ
୩. କୃତ୍ତିକା ବୃଷ ୧୨. ଉ.ଫାଲ୍‌ଗୁନୀ ସିଂହ ୨୧.ଉତ୍ତରାଷାଢ଼ା ଧନୁ
୪. ରୋହିଣୀ ବୃଷ ୧୩. ହସ୍ତା ହସ୍ତା ୨୨. ଶ୍ରବଣା ଗରୁଡ଼
୫.ମୃଗଶୀରା କାଳପୁରୁଷ ୧୪. ଚିତ୍ରା କନ୍ୟା ୨୩. ଧନିଷ୍ଠା ଧନିଷ୍ଠା
୬. ଆର୍ଦ୍ରା * ୧୫. ସ୍ୱାତୀ ଭୂତେଶ ୨୪.ଶତଭିଷା କୁମ୍ଭ
୭. ପୁନର୍ବସୁ ମିଥୁନ ୧୬. ବିଶାଖା ତୁଳା ୨୫. ପୂ.ଭାଦ୍ରପଦ ପକ୍ଷୀରାଜ
୮. ପୁଷ୍ୟା କର୍କଟ ୧୭. ଅନୁରାଧା ବିଛା ୨୬. ଉ.ଭାଦ୍ରପଦ ପକ୍ଷୀରାଜ
୯. ଅଶ୍ଳେଷା ବାସୁକୀ ୧୮. ଜ୍ୟେଷ୍ଠା ବିଛା ୨୭. ରେବତୀ ମୀନ
  • କାଳପୁରୁଷ-କ ତାରାକୁ ସାଧାରଣତଃ ଆର୍ଦ୍ରା ଭାବରେ ନିଆଯାଏ । କିନ୍ତୁ କେତେ ମତରେ ଆର୍ଦ୍ରା ନକ୍ଷତ୍ର ହେଉଛି ମିଥୁନ ରାଶିର ତାରା ଆଲ୍‌ହେନା- ଏହା ମୃଗଶୀରା ଓ ପୁନର୍ବସୁ ନକ୍ଷତ୍ର ଦୁହିଁଙ୍କର ପ୍ରାୟ ମଝିରେ ରହିଛି । ତେବେ ତାରାର ନାଁ ହିସାବରେ ବେଟେଲ୍‌ଜୁଜ୍ ବା କାଳପୁରୁଷ-କ ଓଡ଼ିଆରେ ଆର୍ଦ୍ରା କୁହା ଯାଇ ପାରିବ ।