ପୃଷ୍ଠା:Asha Tara Dekhiba.pdf/୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
କ୍ରମ ଆନ୍ତର୍ଜାତିକ ନାମ ଭାରତୀୟ ନାମ ଧ୍ରୂବ (ଘଣ୍ଟା) କ୍ରାନ୍ତି (ଡ଼ିଗ୍ରୀ) ମାନ‌ଚିତ୍ର/ବର୍ଣ୍ଣନା (ପୃଷ୍ଠା)
୧. କାଶିଓପିଆ ଶର୍ମିଷ୍ଠା +୬୦ ୯୪
୨. ଆଣ୍ତ୍ରୋମିଡା ଦେବ‌ଯାନୀ +୪୦ ୯୪
୩. ପାଇସେସ ମୀନ +୧୫ ୯୪
୪. ଫିନିଜ୍‌ମ୍ ଜଟାୟୁ -୫୦ --
୫. ସିଟସ୍ ତିମିଙ୍ଗଳ -୧୦ ୯୪
୬. ହାଇଡ୍ରସ୍ ସର୍ପିଣୀ -୭୫ --
୭. ଟ୍ରାଙ୍ଗୁଲମ୍ ତ୍ରିଭୁଜ +୩୦ --
୮. ପର୍‌ସିଅସ୍ ଯ‌ଯାତି +୪୫ ୯୪
୯. ଏରିଏସ୍ ମେଷ +୨୦ ୯୪
୧୦. ଏରିଡ଼ାନସ୍ ଯମୁନା -୨୦ ୯୪
୧୧. ଫୋର୍‌ନାକ୍‌ସ୍ ଚୁଲା -୩୦ --
୧୨. ହୋରୋଲୋଗିଅମ୍ ଘଣ୍ଟା -୬୦ --
୧୩. ଟରସ୍ ବୃଷ +୧୫ ୬୮
୧୪. ରେଟିକୁଲମ୍ ଜାଲ -୬୦ --
୧୫. ଓରାୟନ୍ କାଳପୁରୁଷ +୫ ୬୮
୧୬. ସିଲମ୍ ନିହାଣ -୪୦ --
୧୭. ତୋରାତୋ ମଗର -୬୫ --