ଉତ୍ତର ଆକାଶର ଏହି ତାରାମାନେ ବର୍ଷର ସବୁ ଋତୁରେ ସବୁ ସମୟରେ ଦେଖାଯିବେ । ଏମାନେ ଧ୍ରୁବକୁ କେନ୍ଦ୍ର କରି ବୁଲିବେ ଓ ବିଭିନ୍ନ ଋତୁରେ ଅଲଗା ଅଲଗା ସମୟରେ ଉପର ପଟକୁ ରହିବେ ।