ପୃଷ୍ଠା:Asha Tara Dekhiba.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

            ଶୀତ ଆକାଶର ଉଜ୍ଜଲ ତାରାମାନାଙ୍କୁ ନେଇ କିଚ୍ଛି ବିଶେଷ ଆକୃତି
କରିହୁଏ |

  1. ଆର୍ଦ୍ରା-ଲୁବ୍ଧ-ପ୍ରଶ୍ୱାଙ୍କୁ ମିଶାଇ ଗୋଟିଏ ସୁନ୍ଦର ସାମବାହୁ ତ୍ରିଭୁଜ
  2. ରୋହିଣୀ-ବ୍ରହ୍ମହୃଦ‌ୟ-ସୋମ-ବିଷ୍ଣୁ-ପ୍ରଶ୍ୱା-ଲୁବ୍ଧକ-ବାଣରାଜା-ଆର୍ଦ୍ରାଙ୍କୁ
    ଯୋଡି ଇଂରାଜୀ ଚ୍ଛଅ ⑹
  3. ମିଥୁନର ଦୁଇ ମୁଣ୍ଡ ସୋମ ଓ ବିଷ୍ଣୁ- ଏବଂ ସରମାର ଦୁଇ
    ତାରା -ପ୍ରଶ୍ୱା ଓ "ଖ"- ଙ୍କୁ ଯୋଡି ଗୋଟିଏ ସାମନ୍ତରିକ କ୍ଷେତ୍ର ।
    ଏହାକୁ ସ୍ୱଗଦ୍ୱାରର ତୋରଣ କୁହାଯାଏ । କାରଣ ଏହି ସାମନ୍ତରିକ କ୍ଷେତ୍ର
    ଭିତର ଦେଇ ସୂର୍ଯ୍ୟ,ଚନ୍ଦ୍ର ଓ ସବୁ ଗ୍ରହ ଆକାଶ ପାରି ହୁଅନ୍ତି ।

୭୨