ପୃଷ୍ଠା:Asha Tara Dekhiba.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉତ୍ତର ଆକାଶରେ ଶିଶୁମାର ମଣ୍ଡଳ ଏବେ ତା’ର ଲାଞ୍ଜ (ଧୁବ ତରା) ଉପରେ ଛିଡା ହୋଇଛି । ତା’ର ମୁଣ୍ଡ ଉପରକୁ ଦୁଇଟି ଛୋଟ ཏཻ་ལྦེ་ ତୀବ୍ର ତାରା ହିଂସ୍ରା ଆଖି ଭଳି ଜଳୁଥବ । ଗୋଟିଏ ଲାଲ ଓ ଆରତି ଧଳା (ଗ ଓ ଖ) । ଏହା ହେଉଛି ତକ୍ଷକର ଆଖି । ଲମ୍ବା ଦେହ ତ’ପ, ଅଙ୍କ ବଙ୍କା ହୋଇ ଶିଶୁମାର ମଣ୍ଡଳକୁ ଘେରି ରହିଛି । କିଏ ତାକୁ ସାଗର ମବନ ପରେ ଘ।ଏଲ। ହୋଇ ପଡି ରହିଥୁବ। କାଳ ନାଗ ଭାବରେ ଦେଖିଛି । ଆଉ କିଏ ଦେଖିଛି ନାକରୁ ନିଆଁ ବାହାର କରୁଥୁବା ଡ୍ରାଗନ୍ ଭାବରେ । ଏହାର ପଛ ଭାଗରେ ଥୁବା ତାରା ଯମ ଥୁବାନ ପ୍ରାୟ ୫,୦୦୦ ବର୍ଷ ତଳେ ଆମର ଧୁବ ତାରା ଥୁବା କଥା ଆମେ ଜାଣିଛେ ।

ତକ୍ଷକ ର ଉପରକୁ ମଝି ଆକାଶରେ ରହିଛି ତ କୁ ମାରି ଥୁବ । ମହାବଳୀ ବା ହର୍କୁଲେସ୍। ତା’ର ଗୋଟିଏ ଗୋଡ ତକ୍ଷକର ମୁଣ୍ଡ ଉପରେ, ଆଭଟିରେ ସେ ଆଣ୍ଡୁ ମାଡି ବସିଛି । ତା’ର ମୁଣ୍ଡ (ଲାଲ ତାରା କ୍ର ସ୍ ଆଲ୍ ଗୋଟି ରହିଛି ପ୍ରାୟ ଆମ ମୁଣ୍ଡ ଉପରେ । ହିସାବ କରାଯାଏ ଯେ ୪୫୦୦ କୋଟି ଆଲୋକ ବର୍ଷ ବ୍ୟାସର ଏହି ତାରା ଆମକୁ ଜଣାଥୁବା ସବୁଠାରୁ ବଡ ତାରା । ଏହି ମଣ୍ଡଳରେ ଥୁବ । ବର୍ଭୁଳ ପୁଞ୍ଜ ମ ୧୩ ସହଜରେ ଦେଖିହେବ । ଏଥୁରେ ପ୍ରାୟ ଏକ ଲକ୍ଷ ତରା ଖୁନ୍ଦି ହୋଇ ରହିଛନ୍ତି ଓ ତା’ର ବ୍ୟାସ ପ୍ରାୟ ୧୦୦ ଆଲୋକବର୍ଷ । ଆମଠାରୁ ତା’ର ଦୂରତା ପ୍ରାୟ ୩୪,୦୦୦ ଆଲୋକବର୍ଷ ।

ଏହାର ଦକ୍ଷିଣକୁ ଖଗୋଳ ବିଷୁବର ଉଭୟ ଦିଗରେ ଖେଳାଇ ହୋଇ ରହିଛି ଭୂଜଙ୍ଗ ଓ ଭୂଜଙ୍ଗଧାରୀ ମଣ୍ଡଳ ଦୁଇଟି । ସାପକୁ କାବୁ କରି ଧରିଥୁବା ବୀରଟିର ମୁଣ୍ଡ (ଧଳା ତାରା କ-ରାସ୍ ଆଲ୍‌ହେର୍ ରହିଛି ମହାବଳୀର ମୁଣ୍ଡ ପାଖରେ । ସାପଟିର ମଝି ତା’ର ପଛରେ ଲୁଚି ରହିଛି– ଲାଞ୍ଜି

୮୪