ପୃଷ୍ଠା:Baishanaba Padabali.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଯୁଗଳ ବନ୍ଦନା ଜୟ ରାଧାକୃଷ୍ଣ ଜୟ ଶ୍ରୀରାଧାରମଣ ହେ । ୧ । ଜୟ କିଶୋରୀ କିଶୋର ଜୟ ରାଧାଶ୍ୟାମ ହେ । ୨ ।