ପୃଷ୍ଠା:Barnabodha (1901).pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୨

ବର୍ଣ୍ଣବୋଧ ।

ଧଳାବୃଷ ବୁଲୁଅଛି । କଳମୃଗ ଜଳ ପିଉଅଛି । କୃଷକ ଘରଣୀ
ଗୃହ ଲିପୁଆଛି । ଗାଈକୁ ତୃଣ ଦିଅ ।

କୃଷିକାରୀ ହିତକାରୀ ଅଟେ ପୃଥିବୀର ।
କୃଷିକରି ପାଳୁଅଛି ମାନବ ଶରୀର ।

ଏକାର ବନା ।

କ ଏ କେ । ଚ ଏ ଚେ
ଖ ଏ ଖେ । ଛ ଏ ଛେ
ଗ ଏ ଗେ । ଜ ଏ ଜେ
ଘ ଏ ଘେ । ଝ ଏ ଝେ
ଟେ ଠେ ଡେ ଢେ ଣେ ତେ ଥେ ଦେ ଧେ ନେ ପେ ଫେ
ବେ ଭେ ମେ ଯେ ରେ ଳେ ଶେ ଷେ ସେ ହେ ।