ପୃଷ୍ଠା:Baula Charita o Ramagatha (Gobinda Bhanja).pdf/୧୩

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ବଉଳା ବଚନ ଶୁଣି କ‌ହୁଅଛି ବାଘ ପୁତ୍ର କି କରିବ ମୃତ୍ୟୁ ହୋଇଲାନି ଆଗ । ଦେଖିବାମାତ୍ରକେ ମୋତେ ପ୍ରାଣୀ କରେ ତ୍ରାସ ଥୋକେ ଲୋକ ଦେଖିବାମ ତ୍ରକେ ଯାନ୍ତି ନାଶ ।୮୫।