ପୃଷ୍ଠା:Bhasa o Jatiyata.pdf/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ତ୍ରିବେଣୀ ପର୍ଯ୍ୟନ୍ତ ଅଧିକାର କରିଥିଲେ । ବଙ୍ଗଳାର କୌଣସି ରାଜା କେବେ ଓଡ଼ିଶାକୁ ଜୟ କରିବାକୁ ଶୁଣାନାହିଁ । ଅତଏବ ବଳବୀର୍ଯ୍ୟ ଓ ଶିଳ୍ପକୌଶଳରେ ଓଡ଼ିଶାର ପୂର୍ବକାଳୀୟଲୋକ ବଙ୍ଗଳାଠାରୁ ଶ୍ରେଷ୍ଠ ଥିବା ପ୍ରତ୍ୟକ୍ଷେ ଭାଷାନିମି• ଅନ୍ୟଠାରୁ ଋଣୀ ହୋଇଥିଲେ କାଚ ସମ୍ଭବ ନୁହଁଇ । ବରଂ ଓଡ଼ିଶାର ଭାଷା କେତେକ ବଙ୍ଗଳାରେ ଚଳିବାର ଅନୁମାନ ସିଦ୍ଧ ଅଟେ । ଙ୍ଘଙ୍ଘଙ୍ଘ ବିଶେଷରେ ଓଡ଼ିଆରେ ଯେତେପ୍ରାଚୀନ ଗ୍ରନ୍ଥ ଅଛି ବଙ୍ଗଳାରେ ସେତେନାହିଁ । ମାଗି ଆଣିଲା ତିଉଣରେ କି କୁଟୁମ୍ବ ପୋଷା ଯାଆନ୍ତା?” (ୀପିକା-୨୭/୨/୧୮୭୦)

ଏହିଭଳି ଭାବରେ ଗୌରୀଶଙ୍କର ରାୟ ‘ଉକ୍ରଳ ୀପିକା’ ମାଧ୍ୟମରେ ନଅଙ୍କ ୁର୍ଭକ୍ଷି ର କରାଳ କାୟାରୁ ବ•ô ଯାଇଥିବା ବାକ୍ଶକ୍ତିହୀନ ଅଳ୍ପ କେତେକ ଜରାଜୀର୍ଣ୍ଣ ମୁମୂର୍ଷୁ ଉକ୍ରଳୀୟଙ୍କ ତୁଣ୍ଡରୁ ଐତିହ୍ୟମୟ ପ୍ରାଚୀନ ମାତୃଭାଷାକୁ ଛଡ଼ାଇ ନେବାର ଉପକ୍ରମକୁ ପ୍ରତିହତ କରୁଥିବାବେଳେ ବଙ୍ଗାଳୀ ଜମିାର ଓ କିରାଣୀଗୋଷ୍ଠୀ କେତେକ ଓଡ଼ିଆଙ୍କୁ ପ୍ରଲୋଭିତ କରିବାରେ ଲାଗିଲେ । ଏମାନେ ବଙ୍ଗଭାଷା ପ୍ରଚଳନ ସପକ୍ଷରେ ଏକ ରଖାସ୍ତ ଲେଖି ସେଥିରେ ଗୋପନ ଭାବେ ଏହି ପ୍ରଲୋଭିତ ଓଡ଼ିଆଙ୍କ ସ୍ୱାକ୍ଷର ନେଇ ଗଭର୍ଣ୍ଣରଙ୍କୁ ପତ୍ରପ୍ରେରଣ କରିଥିଲେ । କିନ୍ତୁ ଏଭଳି କୁତ୍ସିତ କାର୍ଯ୍ୟକୁ ଏକ ସୁଯୋଗ ଭାବେ ପାଇ ହାତଛଡ଼ା କରି ନ ଥିଲେ ଗୌରୀଶଙ୍କର । ଏମାନଙ୍କ ଅସଲ ରୂପକୁ ଚିହ୍ନି ରଖିବାକୁ ସେ ସରକାରଙ୍କୁ ପରାମର୍ଶ େଇ ଲେଖିଥିଲେ - ଆଜି ଏକକଥାରେ ଯେବେ ଆପଣା ମତାନୁସାରେ ରଖାସ୍ତ ଲେଖି ଓଡିୟାଙ୍କ ସ୍ୱାକ୍ଷର କରାଇ ଓଡ଼ିଶାର ମତ ବୋଲି ଗବର୍ଣ୍ଣମେ•କୁ ପ୍ରତାରିତ କରିପାରନ୍ତି, ତେବେ ିନେ ଗବର୍ଣ୍ଣମେ• କିମ୍ବା ଅତ୍ରତ୍ୟ କୌଣସି ହାକିମ ବିରୁଦ୍ଧରେ କିଛି ଲେଖି ଏପରି ଓଡ଼ିୟାଙ୍କ ସ୍ୱାକ୍ଷର ସଂଗ୍ରହ କରି ରଖାସ୍ତ ପଠାଇପାରନ୍ତି । ରାଜବି୍େରାହ ତ ଏ ରୂପେ ହୋଇପାରେ ।” (ଉକ୍ରଳୀପିକା-୨.୪.୧୮୭୦) ଏଥି ସହିତ ବାଲେଶ୍ୱର ମାଟିରେ ପୁଣିଥରେ ଓଡ଼ିଆଭାଷା ବିରୋଧୀ ଆନେ୍ଦାଳନ ।ନା ବାନ୍ଧିବାରେ ସାହାଯ୍ୟ କରୁଥିବା ବାଲେଶ୍ୱର ଶିକ୍ଷାଜିଲ୍ଲା ଡେପୁଟିଇନ୍ସପେକ୍ଟର ଶିବାସ ଭଟ୍ଟାଚାର୍ଯ୍ୟଙ୍କ ବଳି ମଧ୍ୟ ।ବି କରିଥିଲେ, ଯାହା ଇଂରେଜ ସରକାର ଗ୍ରହଣ କରିନେଇଥିଲେ ।

ଓଡ଼ିଆଭାଷା ବଳରେ ବଙ୍ଗଳା ଭାଷାକୁ ପୁଣିଥରେ ଓଡ଼ିଶାର ବି୍ୟାଳୟମାନଙ୍କରେ ପ୍ର ଚ ଳନ କରି ବ ।ପାଇଁ ରାଜେନ୍ଦ୍ର ଲ ।ଲ ମି ତ ୍ର ଙ୍କ ସହଯୋଗରେ ଯେଉଁ ହୀନ ଉ୍ୟମ ହୋଇଥିଲା, ଏହାକୁ ପ୍ରତିହତ କରିବାର ଶ୍ରେୟ ଗୌରୀଶଙ୍କର ଓ ‘ଉକ୍ରଳୀପିକା’ ପତ୍ରିକାକୁ ିଆଯାଇପାରେ । ତାଙ୍କର ବଳିଷ୍ଠ ଯୁକ୍ତିରେ ପ୍ରଭାବିତ ହୋଇ ଇଂରେଜ ପ୍ରଶାସନର ମୂଳପିଣ୍ଡ କଲିକତାରୁ ପ୍ରକଶିତ ‘କାଲକାଟା ରିଭୁ୍ୟ’ର ଜୁଲାଇ୧୮୭୦ରେ କାନ୍ତିଚନ୍ଦ୍ରଙ୍କ ପୁସ୍ତକ ସମୀକ୍ଷା କରି ତୀବ୍ର ସମାଲୋଚନା କରାଯାଇଥିଲା । କେବଳ ସେତିକିନୁହେଁ, ଶିକ୍ଷାବିଭାଗର ପ୍ରମୁଖ ଅଧିକାରୀ ଓ ବିଶିଷ୍ଟ ପଣ୍ଡିତ ଭୂବେ ମୁଖୋପାଧ୍ୟାୟଙ୍କ ସଂପାନାରେ ପ୍ରକାଶିତ ‘ଏଡୁକେସନ ଗେଜେଟ୍’ରେ ମଧ୍ୟ ଓଡ଼ିଆଭାଷା ପ୍ରଚଳନ ସପକ୍ଷରେ ମନ୍ତବ୍ୟ ପ୍ରାନ କରିଥିଲା । କାନ୍ତିଚନ୍ଦ୍ରଙ୍କ ଉଦେ୍ଧଶ୍ୟ ଥିଲା- ସମ୍ଭବ ହେଲେ ସରକାରୀ ସିଦ୍ଧାନ୍ତର ପରିବ•ର୍ନପାଇଁ